ବେଆଇନ ବାଲିଘାଟ ଉପରେ ପୋଲିସର ଚଢ଼ାଉ। ଆଠ ଗୋଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ। ମହାନଦୀ ବାରଗୋଡ଼ିଆ ବେଆଇନ ବାଲି ଘାଟ ଉପରେ ଜଗତପୁର ପୋଲିସର ଚଡାଉ। ସୂଚନା ମୁତାବକ ରାଜସ୍ୱବିଭାଗ ପକ୍ଷରୁ ସାରା ଓଡ଼ିଶାରେ ବାଲିଘାଟ ବନ୍ଦ କରାଯାଇଥିବା ବେଳେ ବେଆଇନ ଭାବେ ବାରଗୋଡ଼ିଆ ମହାନଦୀ ବାଲିଘାଟରୁ ବେଆଇନ ଭାବେ ଆଠ ଗୋଟି ଟ୍ରାକ୍ଟରରେ ବେଆଇନ ଭାବେ ବାଲି ଚାଲାଣ ହେଉଥିଲା । ଏତିକିବେଳେ ଜଗତପୁର ପୋଲିସ ଟ୍ରାକ୍ଟର ଗୁଡିକୁ ଜବତକରିବା ସହ ତଦନ୍ତ ଜାରି ରଖିଥିବା ନେଇ ସୂଚନା ମିଳିଛି।
previous post
