ଓଡିଶାସିମେଣ୍ଟ ବୋଝେଇ ଟ୍ରକକୁ ପଛ ପଟୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକmahabharatanewsApril 2, 2026 by mahabharatanewsApril 2, 2026016 କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବାହାବଳପୁର ଛକ ନିକଟରେ ସିମେଣ୍ଟ ବୋଝେଇ ଟ୍ରକକୁ ପଛ ପଟୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ।ଘଟଣାରୁ ଜଣାଯାଏ ଗତକାଲି ବିଳମ୍ବିତ ରାତ୍ରିରେ କଟକରୁ କେନ୍ଦ୍ରାପଡା ଅଭିମୁଖେ ଦୁଇଟି ଯାକ...
ଓଡିଶାଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ତିନିଦିନ ବ୍ୟାପି ଓଡିଶା ଦିବସ ସମାରୋହmahabharatanewsApril 2, 2026 by mahabharatanewsApril 2, 2026015 କଟକ ଜିଲ୍ଲା ସାଲେପୁର ଠାରେ ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ତିନିଦିନ ବ୍ୟାପି ଅନୁଷ୍ଠତ ହେଉଥିବା ଓଡିଶା ଦିବସ ସମାରୋହ ରେ ଅନୁଷ୍ଠିତ ହୋଇଯାଇଅଛି। ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଆଇନ୍ ମନ୍ତ୍ରୀ...
ଓଡିଶାବେଆଇନ ବାଲିଘାଟ ଉପରେ ପୋଲିସର ଚଢାଉ, ବାଲି ବୋଝେଇ ଟ୍ରାକ୍ଟର ଜବତmahabharatanewsNovember 29, 2025 by mahabharatanewsNovember 29, 2025027 ବେଆଇନ ବାଲିଘାଟ ଉପରେ ପୋଲିସର ଚଢ଼ାଉ। ଆଠ ଗୋଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ। ମହାନଦୀ ବାରଗୋଡ଼ିଆ ବେଆଇନ ବାଲି ଘାଟ ଉପରେ ଜଗତପୁର ପୋଲିସର ଚଡାଉ। ସୂଚନା ମୁତାବକ ରାଜସ୍ୱବିଭାଗ ପକ୍ଷରୁ...
ଓଡିଶାଦରଦୀମଣିଷ ଥିଲେ ଗୁରୁପଦ ନନ୍ଦ ସୁପ୍ନେଶ୍ୱର୍ ବାଳାଶ୍ରମରେ ଜୟନ୍ତୀ ଉତ୍ସବ ପାଳିତmahabharatanewsApril 11, 2023April 11, 2023 by mahabharatanewsApril 11, 2023April 11, 20230131 ସାଲେପୁର: ଓଡ଼ିଶା ବିଧାନସଭାର ପୂର୍ବତନ ମୁଖ୍ୟ ସଚେତକ,ରାଉରକେଲାର ପ୍ରାକ୍ତନ ବିଧାୟକ ,ବିଶିଷ୍ଟ ସମବାୟବିତ୍ ତଥା ସମାଜସେବୀ ସ୍ବର୍ଗତ ଗୁରୁପଦ ନନ୍ଦଙ୍କ ୭୯ ତମ ଜୟନ୍ତୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି।ତାଙ୍କ ଦ୍ଵାରା ପ୍ରତିଷ୍ଠିତ ସାଲେପୁର...
ଓଡିଶାସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ ପକ୍ଷରୁ ଯୋନ ପ୍ରତିଷ୍ଠା କାର୍ୟ୍ୟକ୍ରମ ଅନୁଷ୍ଠିତmahabharatanewsJanuary 23, 2023 by mahabharatanewsJanuary 23, 20230188 କଟକ : ସାଲେପୁର ବ୍ଳକ ମଧୁମଣ୍ଡପରେ ସ୍ମାର୍ଟ ସିଟି ଅନଲାଇନ ଅଟୋଗ୍ରୁପ ପକ୍ଷରୁ (ଏସ) ଯୋନ ପ୍ରତିଷ୍ଠା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଜିଲ୍ଲାରେ ମଧ୍ୟ ଏହାର ଶାଖା ଅଛି । ଆଜି...
ଓଡିଶାମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବହୁଗ୍ରାମ ୧୩୨/୩୩ କେଭି ଗ୍ରିଡ ସବଷ୍ଟେସନ ଲୋକାର୍ପିତmahabharatanewsJanuary 18, 2023 by mahabharatanewsJanuary 18, 20230181 କଟକ : ସାଲେପୁର ବ୍ଲକ୍ ଅନ୍ତର୍ଗତ ମଧ୍ୟକଚ୍ଛ ପଞ୍ଚାୟତ ସ୍ଥିତ ଆତୋଡା ଠାରେ ନବନିର୍ମିତ ବହୁଗ୍ରାମ ୧୩୨/୩୩ କେଭି ଗ୍ରିଡ୍ ସବଷ୍ଟେସନକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି...
ଅପରାଧଓଡିଶାପୋଲିସ ଆଖିରେ ଆଙ୍ଗୁଟି ଗେଞ୍ଜି ଲୁଟିଲେ ଲୁଟେରାmahabharatanewsJanuary 11, 2023 by mahabharatanewsJanuary 11, 20230168 କଟକ/ ଜ୍ୟୋସ୍ନା ରାଣୀ ସିଂହ : ଫାଣ୍ଡିରୁ ଥାନାକୁ ପରିବର୍ତ୍ତନର ଦୁଇ ଦିନ ନପୁରୁଣୁରୁ ନୂତନ ଥାନାର ନାକ ତଳେ ପୋଲିସର ଆଖିରେ ଆଙ୍ଗୁଳି ଗେଞ୍ଜି ଲୁଟେରା ଲୁଟିଲେ ୫ ଦୋକାନ। ପୋଲିସ ଶୋଇଥିଲା...
ଓଡିଶାବିଶେଷଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସର ଭିତ୍ତି ପ୍ରସ୍ତର ଶିଳାନ୍ୟାସ ଅନୁଷ୍ଠିତmahabharatanewsJanuary 7, 2023 by mahabharatanewsJanuary 7, 20230176 କଟକ/ଜ୍ୟୋସ୍ନା ରାଣୀ ସିଂହ : ନିଶ୍ଚିନ୍ତକୋଇଲି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସର ଭିତ୍ତି ପ୍ରସ୍ତର ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନରେ ମାହାଙ୍ଗା ବିଧାୟକ ଏକ ବାଇକ ରାଲିରେ କୁଳଗାଁଇଶାଳୋ ହନୁମାନ...
ଓଡିଶାଶିଶୁ ଶିକ୍ଷା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତmahabharatanewsDecember 26, 2022December 26, 2022 by mahabharatanewsDecember 26, 2022December 26, 20220172 ସାଲେପୁର: ଶିଶୁ କିଶୋର କିଶୋରୀ ଶିକ୍ଷାର୍ଥୀ ମାନଙ୍କ ବୌଦ୍ଧିକ ବିକାଶ ପାଇଁ ଗୁରୁଜୀ ଗୁରୁମାଙ୍କ ଅବଦାନ ଅତୁଳନୀୟ । କଟକ ଜିଲ୍ଲା ଜନାର୍ଦ୍ଦନପୁର ପଞ୍ଚାୟତ ଗୋପୀନାଥପୁର ସ୍ଥିତ ଗଣପତି ଶିଶୁ ଶିକ୍ଷା ମନ୍ଦିରର ବାର୍ଷିକ...
ଓଡିଶାବିଜେପିର ବନ୍ଧୁ ମିଳନ କର୍ଯ୍ୟକ୍ରମ ଅନୁଷ୍ଠିତmahabharatanewsDecember 12, 2022 by mahabharatanewsDecember 12, 20220163 କଟକ : ନିର୍ବାଚନମଣ୍ଡଳୀ ଗୋପୀନାଥପୁର ଠାରେ ବିଜେପିପକ୍ଷରୁ ଗୋପୀନାଥପୁର ଓ ସତ୍ୟଭାମାପୁର ପଂଚାୟତର ଦଳୀୟ ସଂଗଠନକୁ ମଜବୁତ କରିବା ନେଇ ବନ୍ଧୁମିଳନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା...