ଓଡିଶା

୧୫ ହଜାର ୨୩ ହେକ୍ଟର ଜମିରେ ହେବ ଆଳୁଚାଷ

ଚଳିତ ରବି ଋତୁ ରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୧୫ ହଜାର ୨୩ ହେକ୍ଟର ରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଆଳୁ ଚାଷ କରିବା ସଙ୍ଗେ ତାକୁ ରଖିବ ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଯାଉଛି । ବିଧାନସଭା ରେ deputyକେ.ଭି ସିଂ ଦେଓ ଙ୍କ ସୂଚନା ।

Related posts

ଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ ସଂଖ୍ୟା ପହଞ୍ଚିଲା ୧୪୩

mahabharatanews

ବାଲୁଗାଁର ରେ ‘ଜିରୋ ଫାଟାଲିଟ ଉଇକ୍’ ପାଳିତ

mahabharatanews

୪୪୭ ଏସ୍ଆଇ ପାଇଁ ଆବଦେନ କଲେ ୧ ଲକ୍ଷ ୩୩ ହଜାର, ୨୬ କିନ୍ନର

mahabharatanews