ଓଡିଶା

୧୯ରେ ମୟୁରଭଞ୍ଜ ବନ୍ଦ ଡାକରା

(ବାରିପଦା) : ଆସନ୍ତା ୧୯ ତାରିଖରେ ମୟୁରଭଞ୍ଜ ବନ୍ଦ ଡାକରା ଦେଇଛି ମୟୂରଭଞ୍ଜ ଜିଲ୍ଲା ବିଜେପି । ଆଜି ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଭାଷଣ ଦେବା ସମୟରେ ୯ ମିନିଟ୍ ଲାଇଟ୍ କଟିଯାଇଥିବା ପ୍ରସଙ୍ଗରେ ଆସନ୍ତା ୧୯ ତାରିଖରେ ମୟୁରଭଞ୍ଜ ବନ୍ଦ ଡାକରା ଦେଇଛି ମୟୂରଭଞ୍ଜ ଜିଲ୍ଲା ବିଜେପି ।

ଗତକାଲି ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଜିଲ୍ଲା ସଭାପତି  । ଗତକାଲି ସାମ୍ବାଦିକ ସମ୍ମିଳନୀ କରି ବିଜେପି ଦାବି କରିଛି ଯେ, ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ଏପରି ଘଟିବା ସହ ମୟୂରଭଞ୍ଜର ସମ୍ମାନ ହାନି ହୋଇଛି । ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ କହିଛନ୍ତି, ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ ୯ ମିନିଟ୍ ଲାଇଟ୍ କଟିଯିବା ଏକ ଦଃଖଦ ଘଟଣା ।

Related posts

 ଭୁବନେଶ୍ୱର  ଫେରିଲେ ବିଜୟ ମହାନ୍ତି

mahabharatanews

ରଥ ପ୍ରସଙ୍ଗରେ ପୁନର୍ବିଚାର ପାଇଁ ସୁପ୍ରିମ କୋର୍ଟରେ ଆବେଦନ

mahabharatanews

ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

mahabharatanews