ଓଡିଶା

ଜଗତସିଂହପୁର ବିଧାୟକଙ୍କୁ କରୋନା

(ମହାଭାରତ/ଭୁବନେଶ୍ୱର): ବିଜେଡିର ବରିଷ୍ଠ ନେତା ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । ସେ ଏବେ ସୁସ୍ଥ ଅଛନ୍ତି । ନିଜକୁ ସଙ୍ଗରୋଧରେ ରଖିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ନିଜର କରୋନା ଟେଷ୍ଟ କରାଇ ନେବାକୁ ସେ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ଆଜି ବିଜେଡି ସାଂସଦ ରମେଶ ମାଝି କରୋନା ସଂକ୍ରମିତ ହୋଇଥିବା ବେଳେ ପୂର୍ବରୁ ଦଳର ବହୁ ନେତା କୋଭିଡରେ ଆକ୍ରାନ୍ତ ହୋଇଛନ୍ତି ।

Related posts

ପ୍ରଚଣ୍ଡ ଶବ୍ଦରେ କମ୍ପିଲା ୩ ଜିଲ୍ଲା

mahabharatanews

ଉୟୁରଭଞ୍ଜ ଡିଗ୍ରୀକଲେଜକୁ ସମ୍ମାନିତ କଲେ ମହାମହିମ ରାଷ୍ଟ୍ରପତି

mahabharatanews

ଲଘୁଚାପ ବର୍ଷାରେ ନଦୀରେ ବଢୁଛି ଜଳସ୍ତର

mahabharatanews