ଖେଳ

‘ପବଜି’ ପରେ ଆସିଲା ‘ଫୌଜି’

(ମୁମ୍ବାଇ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଆନ୍ଦୋଳନକୁ ସମର୍ଥ କରି ଶୁକ୍ରବାର ଖିଲାଡି ଅକ୍ଷୟ କୁମାର ମଲ୍ଟିପ୍ଲେୟାର୍‌ ଗେମ୍ ‘ଫୌଜି’ ନେଇ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ଅକ୍ଷୟ ଏହି ଆକ୍ସନ୍-ମଲ୍‌ଟିପ୍ଲେୟାର୍‌ ଗେମ୍‌ ଉପସ୍ଥାପନ କରିବେ । ତେବେ ଏହି ଖେଳରୁ ଆସୁଥିବାର ରାଜସ୍ବର ୨୦ ପ୍ରତିଶତ ‘ଭାରତ କେ ବୀର’ ଟ୍ରଷ୍ଟକୁ ପ୍ରଦାନ କରାଯିବ ।

ବୁଧବାର ଦିନ ଲୋକପ୍ରିୟ ଗେମ୍ ‘ପବ୍‌ଜି’ ସମେତ ୧୧୭ଟି ମୋବାଇଲ୍ ଆପ୍‌ କୁ କେନ୍ଦ୍ର ସରକାର ବ୍ୟାନ୍ କରିବା ପରେ ‘ଫୌଜି’ ଖେଳ ନେଇ ଘୋଷଣା ହୋଇଛି । ତେବେ ଏହି ‘ଫୌଜି’ ଗେମ୍ , ବ୍ୟାନ୍ କରାଯାଇଥିବା ‘ପବଜି’ ଗେମ୍ ପରି ଅନୁମାନ କରାଯାଉଛି ।

Related posts

ବିଲେଇ ପାଇଁ କିଛି ସମୟ ବନ୍ଦ ହେଲେ ଆଇପିଏଲ !

mahabharatanews

ହକିରେ ଜର୍ମାନୀଠୁ ହାରିଲା ଭାରତ

mahabharatanews

ଅସୁସ୍ଥତା ହେତୁ ଖେଳିବେନି ନୀରଜ ଚୋପ୍ରା; ୨୦ ଦିନ ପର୍ଯ୍ୟନ୍ତ ବିଶ୍ରାମ

mahabharatanews