ଓଡିଶା

ରଥ ଖଳା ହାଲଚାଲ 

ସୂଚନାନୁଯାୟୀ , ଭୋଇସେବକମାନେ ରଥ ନିର୍ମାଣ ପାଇଁ ରଥଖଳା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଲୁହା ଓ ବାଉଁଶ ବାନ୍ଧି ଚାଳି ପ୍ରସ୍ତୁତ କରିଛନ୍ତି। ବାଉଁଶ ଚାଳି ଉପରେ ଚାଞ୍ଚରା ପକାଯାଉଛି। ପୂଜା ପାଇଁ ଆବଶ୍ୟକ କାଠ ବି ରଥଖଳାରେ ରଖାଯାଇଛି। ମେ ୧୮ ତାରିଖ ଭିତରେ କାମ ସାରିବାକୁ କୁହାଯାଇଛି।

Related posts

ସେଲଫି ନେବାକୁ ଯାଇ ଯୁବକ ଗୁରୁତର

mahabharatanews

ଆମ୍ବୁଲାନ୍ସ ଟ୍ରେଲର ମୁହାଁମୁହିଁ ଧକ୍କା; ୪ ମୃତ

mahabharatanews

ଅବ୍ୟକ୍ତ ଦୁଃଖ ; ପରଲୋକରେ ସହିଦ୍ ସୁଶାନ୍ତଙ୍କ ମା’ 

mahabharatanews