ଭାରତରାଜନୀତି

ରାଷ୍ଟ୍ରପତି ଭବନରେ ପହଞ୍ଚି ପଦରୁ ଇସ୍ତଫା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ପହଞ୍ଚି ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କୁହାଯାଉଛି ଯେ ସେ ରାଷ୍ଟ୍ରପତିଙ୍କ ନିକଟରେ ଲୋକସଭା ଭଙ୍ଗ କରିବାକୁ ସୁପାରିଶ କରିପାରନ୍ତି ବୋଲି କୁହାଯାଉଛି ।

Related posts

ଜାନୁଆରୀ ୨୨କୁ  ଡ୍ରାଏ ଡେ ଘୋଷଣା

mahabharatanews

ବଦଳିବ ‘ଆଲିଗଡ଼’ର ନାମ

mahabharatanews

ଦୁଇ ସଂଗଠନକୁ ବ୍ୟାନ କଲେ କେନ୍ଦ୍ର ସରକାର

mahabharatanews