ଭାରତ

ଇଡି ଚାର୍ଜସିଟ୍‌ରେ ପ୍ରଥମ ଥର ପାଇଁ ପ୍ରିୟଙ୍କା ଗାନ୍ଧିଙ୍କ ନାମ  

(ହରିୟାଣା) :  ହରିୟାଣା ଜମି ଦୁର୍ନୀତି ମାମଲାରେ ବେଆଇନ ନେଣଦେଣର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଚାର୍ଜସିଟ୍‌ରେ ପ୍ରଥମ ଥର ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନାମ ସାମିଲ କରାଯାଇଛି। ପ୍ରିୟଙ୍କାଙ୍କ ପତି ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ନାମ ମଧ୍ୟ ଇଡିର ଏହି ଚାର୍ଜସିଟରେ ରହିଛି ।

ସୂଚନାନୁଯାୟୀ , ଇଡିର ଏହି ଅଭିଯୋଗ ଫର୍ଦ୍ଦରେ କାହାକୁ ମଧ୍ୟ ଅଭିଯୁକ୍ତ ଭାବେ ତାଲିକାଭୁକ୍ତ କରାଯାଇନାହିଁ। ଇଡି ଚାର୍ଜସିଟରେ ଜଣେ ଏନ୍‌ଆର୍‌ଆଇ ବ୍ୟବସାୟୀ ସିସି ଥମ୍ପି ଏବଂ ଭାରତୀୟ ବଂଶୋଦ୍ଭବ ବ୍ରିଟେନ ନାଗରିକ ସୁମିତ ଚଢ଼ାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଏହି ଦୁଇ ବ୍ୟବସାୟୀ ପଳାତକ ଅସ୍ତ୍ର ବେପାରୀ ସଂଜୟ ଭଣ୍ଡାରୀଙ୍କୁ ସହାୟତା କରିଥିଲେ।

Related posts

ଏକକ ନିର୍ବାଚନ ନେଇ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ

mahabharatanews

କେରଳରେ ବିସ୍ଫୋରଣ; ଦିଲ୍ଲୀ ଏବଂ ମୁମ୍ବାଇରେ ହାଇଆଲର୍ଟ ଜାରି

mahabharatanews

ସୁଡ଼ଙ୍ଗ ଅଘଟଣ; ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହେଲେ  ପ୍ରଧାନମନ୍ତ୍ରୀ

mahabharatanews