ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେବେ ପୁଲକିତ୍ ଓ କ୍ରିତି

(ମୁମ୍ବାଇ) : ଚଳିତ ମାସରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଲୋକପ୍ରିୟ ଯୋଡି ପୁଲକିତ୍ ସମ୍ରାଟ ଓ କ୍ରିତି ଖରବନ୍ଦା । ଗତ କିଛି ବର୍ଷ ହେବ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ବେଳେ ଏବେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିମନ୍ତ୍ରଣ କାର୍ଡ ଭାଇରାଲ ହେବା ପରେ ଦୁହିଁଙ୍କ ପ୍ରଶଂସକ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ସୂଚନାନୁଯାୟୀ , ବିବାହ କାର୍ଡ ବିଷୟରେ କହିବାକୁ ଗଲେ ଏଥିରେ ଦୁଇ ଜଣ ପୁରୁଷ ଓ ମହିଳା ଚେୟାରରେ ବସିଥିବାର ନଜର ଆସିଛନ୍ତି। ଘରର ବାଲକୋନିରେ ଦୁହେଁ ବସିଥିବା ବେଳେ ପୁରୁଷଜଣକ ହାତରେ ଗିଟାର ଧରି ବସିଛନ୍ତି ଏବଂ ମହିଳାଜଣକ ତାଙ୍କ ସହ ବସି ବାହାରକୁ ଦେଖୁଛନ୍ତି। ତାଙ୍କ ଚାରିପାଖରେ ତାଙ୍କର କୁକୁରମାନେ ବସିଥିବା ଦେଖାଯାଇଛି। କାର୍ଡର ଉପରେ ଲେଖା ଯାଇଛି ଯେ, ମୋ ସ୍କ୍ବାଡ ସହ ଜୀବନର ବଡ଼ ଦିନକୁ ପାଳନ କରିବା ପାଇଁ ଅପେକ୍ଷା କରିପାରିବି ନାହିଁ। ପୁଲକିତ ଏବଂ କ୍ରିତି।

Related posts

ପରିବାର ଏବଂ ଗୋପନୀୟତା ପ୍ରତି ପୂର୍ଣ୍ଣ ସମ୍ମାନ ବଜାୟ ରଖିବାକୁ ଅନୁରୋଧ

mahabharatanews

ଅଜୟଙ୍କ ‘ଶୈତାନ’: ଆଡଭାନ୍ସ ବୁକିଂ ଆରମ୍ଭ

mahabharatanews

 ‘ଦି କେରଳ ଷ୍ଟୋରୀ’ ଭଳି ଫିଲ୍ମ ସଫଳ ହେବା ଦେଶ ପାଇଁ ବିପଦ : ନସିରୁଦ୍ଦିନ

mahabharatanews