ଓଡିଶା

ମହାପ୍ରଭୁଙ୍କ ନିକଟରେ ସମୁହ ଦୀପ ଦାନ

(ଜୟନ୍ତ କୁମାର ସେଠୀ/ପୁରୀ): ପୁରୀ ଜିଲ୍ଲାରେ ୭ ହଜାର ଅତିକ୍ରମ କରିଛି କରୋନା ପଜିଟିଭ ସଂଖା। ବିଶେଷ କରି ଗତ ଅଗଷ୍ଟ ମାସରୁ ଜିଲ୍ଲାରେ ଦ୍ରୁତ ଗତିରେ କୋଭିଡ ସଂକ୍ରମଣ ବଢି ଚାଲିଛି। ଶ୍ରୀମନ୍ଦିର ସେବାୟତଙ୍କ ଠାରୁ ଆରମ୍ଭ କରି ପୁରୀ ବାସିନ୍ଦା ଧୀରେ ଧୀରେ କରୋନା ଭୁତାଣୁ ସଂକ୍ରମିତ ହେବାରେ ଲାଗିଛନ୍ତି। ଜନସାଧାରଣଙ୍କ ସୁରକ୍ଷା ପୁରୀ ନଗର କଂଗ୍ରେସ ପକ୍ଷରୁ ଶ୍ରୀମନ୍ଦିର ସିଂହ ଦ୍ୱାର ସାମ୍ନା ରେ ମହାପ୍ରଭୁଙ୍କ ନିକଟରେ ଦୀପ ଦାନ କାର୍ୟ୍ୟକ୍ରମ ହୋଇଛି। ସା ରା ବିଶ୍ୱ ବାସୀ କରୋନା ଆତଙ୍କ ଭୟଭୀତ ଥିବା ବେଳେ ଏଥିରୁ ଉଦ୍ଧାର ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଛି। ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ଙ୍କ ନେତୃତ୍ୱରେ ପୁରୀ ନଗର କଂଗ୍ରେସ ର କର୍ମକର୍ତା ଉପସ୍ଥିତ ରହି ଏହି ଦୀପ ଦାନ କାର୍ୟ୍ୟକ୍ରମରେ ସାମିଲ ହୋଇ ଥିଲେ।

Related posts

 ଆଜି ପ୍ରଥମ କାଶ୍ମୀର ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ରାଜ୍ୟରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା 

mahabharatanews

ବୁଲା ଜୀବଙ୍କୁ ଖାଦ୍ୟ ଯୋଗାଇଦେବେ ରାଜ୍ୟ ସରକାର

mahabharatanews