ଓଡିଶା

ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କୋଭିଡ ପଜିଟିଭ୍

(ଜୟନ୍ତ କୁମାର ଷଡଙ୍ଗୀ/ପୂରୀ): ପୁରୀ ଜିଲ୍ଲାରେ କୋଭିଡ ପଜିଟିଭଙ୍କ ସଂଖ୍ୟା ସାଂଘାତିକ ଭାବେ ବଢି ଚାଲିଛି । ଏଥିରୁ ଜନ ପ୍ରତିନିଧି ମାନେ ମଧ୍ୟ ବାଦ ପଡି ନାହାଁନ୍ତି। ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ମଧ୍ୟ କୋଭିଡ ଚିହ୍ନଟ ହୋଇଛନ୍ତି । ସେ ନିଜେ ଗଣମାଧ୍ୟମକୁ ସୂଚନା ଏହି ଦେଇଛନ୍ତି। ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ହୋମ ଆସୋଲେସନ ରେ ଥିବା ବେଳେ ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ସଙ୍ଗରୋଧରେ ରହି ନିଜର କରୋନା ଟେଷ୍ଟ କରାଇ ନେବାକୁ ସେ କହିଛନ୍ତି।
ସେପଟେଏହା ପୂର୍ବରୁ ପିପିଲି ବିଧାୟକ ପ୍ରଦୀପ ମହାରଥୀ ଏବଂ ନିମାପଡା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କରୋନା ସଂକ୍ରମିତ ହୋଇଛନ୍ତି ।

Related posts

ରାଜ୍ୟରେ ବର୍ଷାର ସମ୍ଭାବନା 

mahabharatanews

୧୦ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ଜିଲ୍ଲା ବିଜ୍ଞାନ କେନ୍ଦ୍ର:ଅଶୋକ ପଣ୍ଡା

mahabharatanews

ଲାଲ୍ ବାହିନୀ କ୍ୟାମ୍ପ ଠାବ ,ବିପୁଳ ମାଓ ସାମଗ୍ରୀ ଜବତ 

mahabharatanews