ଓଡିଶା

ଓଡ଼ିଶା ଜଙ୍ଗଲରେ କଳା ମହାବଳ ପରିବାର

(ଶିମିଳିପାଳ) : ଓଡ଼ିଶା ଜଙ୍ଗଲରେ କଳା ବାଘ ପରିବାର। ୪ଟି ବିରଳ କଳା ବାଘ ଜଙ୍ଗଲରେ ଏକାଠି ବୁଲୁଥିବା ବନ ବିଭାଗ କ୍ୟାମେରାରେ କଏଦ ହୋଇଛି। ଓଡ଼ିଶା ଜଙ୍ଗଲରେ ବିରଳ ମେଲାନିଷ୍ଟକ୍‌ ବାଘଙ୍କ ପରିବାରର ଦୃଶ୍ୟ ବିରଳରୁ ଅତିବିରଳ ବୋଲି ଆଲୋଚନା ହେଉଛି ।

ସୂଚନାନୁଯାୟୀ , ଶିମିଳିପାଳ ଅଭୟାରଣ୍ୟାରେ ହିଁ କେବଳ ୧୦ଟି ମେଲାନିଷ୍ଟକ୍‌ ବାଘ ରହିଥିବା ନେଇ ଡିସେମ୍ବରରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ସଂସଦରେ ସୂଚନା ଦେଇଥିଲେ। ସେହି ଦୃଷ୍ଟିରୁ ଏହି ବାଘ ପରିବାର ଶିମିଳିପାଳର ହୋଇଥିବା ସ୍ପଷ୍ଟ। ପୂର୍ବରୁ ଓଡ଼ିଶା ଜଙ୍ଗଲରେ କଳା କଲରାପତରିଆ ବାଘ ନଜରକୁ ଆସିଥିଲେ।

Related posts

ବାଲେଶ୍ୱର ଓ ମୟୁରଭଞ୍ଜ ସୀମା ସିଲ, ଗ୍ରାମାଞ୍ଚଳରେ ବ୍ୟବସ୍ଥା ହୁଗୁଳା

mahabharatanews

ବନ୍ଦ ରହିବ ନବଯୌବନ ଦର୍ଶର୍ନ, ପରିଚାଳନା କମିଟି ବୈଠକରେ ନିଷ୍ପତି

mahabharatanews

୧୨ ଘଣ୍ଟିଆ ମନମୁଣ୍ଡା ବନ୍ଦ ଡାକରା

mahabharatanews