ମନୋରଞ୍ଜନ

ଚାଲି ପାରୁନାହାନ୍ତି ରାକ୍ଷୀ

(ମୁମ୍ବାଇ) : ସର୍ଜରୀ ସଫଳ ହେବା ପରେ ବିବାଦୀୟ ରାଣୀ ରାଖି ସାୱନ୍ତ ଅବସ୍ଥା କିଭଳି ରହିଛି ତାହା ଜଣାଇଛନ୍ତି ରାଖିଙ୍କ ପ୍ରଥମ ସ୍ବାମୀ ରିତେଶ ସିଂହ। ଭିଡିଓ ସେୟାର କରି ସେ ରାଖି ଚାଲିପାରୁନଥିବା ଦେଖାଇଛନ୍ତି।

ସୂଚନାନୁଯାୟୀ , ଗତ କିଛି ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ନେଇ ଚର୍ଚ୍ଚାରେ ଥିଲେ ରାଖି। ଗର୍ଭାଶୟରେ ୧୦ସେଣ୍ଟିମିଟରର ଟ୍ୟୁମର ହୋଇଥିବାରୁ ତାଙ୍କର କିଛି ଦିନ ତଳେ ସର୍ଜରୀ ‌ହୋଇଥିଲା। ପ୍ରଥମେ କର୍କଟ ହୋଇଥିବା ନେଇ ଡାକ୍ତର ସନ୍ଦେହ କରୁଥିବା ବେଳେ ପରେ କର୍କଟ ହୋଇନଥିବା ସ୍ପଷ୍ଟ କରିିଥିଲେ ଡାକ୍ତର। ଏହା ସହ ଗର୍ଭାଶୟରେ ହୋଇଥିବା ୧୦ସେଣ୍ଟିମିଟର ଟ୍ୟୁମରର ଅସ୍ତ୍ରୋପଚାର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ।

Related posts

 ତୃତୀୟ ବିବାହ କଲେ ଅଙ୍କିତା ଲୋଖଣ୍ଡେ 

mahabharatanews

ବିରୁସ୍କାଙ୍କୁ ମିଳିଲା ନିମନ୍ତ୍ରଣ ପତ୍ର

mahabharatanews

ରେକର୍ଡ କଲା ପ୍ରଭାସଙ୍କ ଫିଲ୍ମ ସାଲାର୍‌’ର ଟିଜର୍‌ 

mahabharatanews