ଭାରତ

କଙ୍ଗନାଙ୍କୁ ଚ୍ୟାଲେଞ୍ଜ ଦେଲେ ରାକ୍ଷୀ 

(ମୁମ୍ବାଇ) :  ବର୍ତ୍ତମାନର ନିର୍ବାଚନୀ ମାହୋଲ ମଧ୍ୟରେ ରାଖୀ ଦେଇଛନ୍ତି ବଡ଼ ବୟାନ । ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍ ରାଖୀ ସାୱନ୍ତ । ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା ରାଖୀ କଙ୍ଗନାଙ୍କ ସହ ରାଜନୀତିରେ ମୁକାବିଲା କରିବାକୁ ଚାହୁଁଛନ୍ତି । ଯଦି କଂଗ୍ରେସ ତାଙ୍କୁ ସୁଯୋଗ ଦିଏ ତେବେ ସେ ମଣ୍ଡିରୁ ନିର୍ବାଚନ ଲଢ଼ିବେ ।

ସୂଚନାନୁଯାୟୀ ,  ଏପରିକି ସେଠାରେ କଙ୍ଗନାଙ୍କୁ ସହଜରେ ପରାଜିତ କରିବେ ବୋଲି ରାଖୀ କହିଛନ୍ତି । ଅଭିନେତ୍ରୀ କହିଛନ୍ତି, କଙ୍ଗନା ଗତ ୩-୪ ବର୍ଷ ଧରି ମଣ୍ଡିରୁ ନିର୍ବାଚନ ଲଢ଼ିବାକୁ ସଂଘର୍ଷ କରୁଛନ୍ତି । ବିରୋଧୀ ଦଳକୁ ସେ ସର୍ବଦା ଟାର୍ଗେଟ କରିଛନ୍ତି । ଏଣୁ ଏବେ ମୋତେ ବିଜେପି ଟିକେଟ ମିଳିବ ନାହିଁ । ଏଣୁ ରାହୁଲଙ୍କୁ ଅଫର ଦେଉଛି ଯେ ସେ ମୋତେ କଙ୍ଗନାଙ୍କ ବିପକ୍ଷରେ ପ୍ରାର୍ଥୀ କରନ୍ତୁ । ମୁଁ ନିଶ୍ଚିତ ଭାବେ ମଣ୍ଡିରୁ ବିଜେତା ହେବି ବୋଲି କହିଛନ୍ତି ଅଭିନେତ୍ରୀ ରାଖି ସାୱନ୍ତ ।

Related posts

ଇ-ମେଲ୍ ଆଇଡିକୁ ମିଳିବ ବ୍ଲୁ ଟିକ୍

mahabharatanews

କେ କବିତାଙ୍କୁ ଗିରଫ କଲା ସିବିଆଇ

mahabharatanews

ମହମରେ ବାବା ରାମଦେବ

mahabharatanews