ମନୋରଞ୍ଜନ

ବଧୂ ବେଶରେ ରାନୁ ମଣ୍ଡଳ

(ମୁମ୍ବାଇ) : ରାନୁ ମଣ୍ଡଳଙ୍କୁ କିଏ ବା ନ ଜାଣନ୍ତି । ଭାଇରାଲ ହେବା ପରେ ବଲିଉଡରୁ ଗୀତ ଗାଇବା ପାଇଁ ତାଙ୍କ ପାଖକୁ ଅଫର ଆସିଥିଲା। ନିକଟରେ ତାଙ୍କର ଏକ ଲୁକ ନରି କିଛି ଲୋକ ସମାଲୋଚନା କରୁଥବା ବେଳେ କିଛି ପ୍ରଶଂସା କରିଛନ୍ତି । କିଛିଦିନ ତଳେ ରାନୁଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଥିଲା।

ସୂଚନାନୁଯାୟୀ ,  ରାନୁ ମଣ୍ଡଳଙ୍କ ଏହି ଭିଡିଓ ରାବି ପାଲ ନାମକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଏଥିରେ ରାନୁ ଏକ ଲାଲରଙ୍ଗର ଶାଢ଼ି ପିନ୍ଧି ବଙ୍ଗୀୟ ବଧୂ ଭଳି ମୁଣ୍ଡରେ ମୁକୁଟ ଓ ଚନ୍ଦନ ଟୋପା ଲଗାଇ ହାତ‌ରେ ଚୁଡ଼ି ପିନ୍ଧି ସଜେଇ ହୋଇଛନ୍ତି। ଏଭଳି ବେଶରେ ରାନୁ ଗୀତ ବି ଗାଉଛନ୍ତି। ରାନୁଙ୍କୁ ଆଗ ଭଳି ଭଲ ପାଇବା ଦେଲେ ନାହିଁ।  ଯାହାକୁ ଲୋକେ ଏତେଟା ପସନ୍ଦ କରି ନଥିଲେ।

Related posts

ଅଚାନକ ଇମ୍ରାନଙ୍କୁ ଚୁମ୍ବନ ଦେଲେ ସଲ୍‌ମାନ ଖାନ୍‌

mahabharatanews

୧୬କେଜି ଓଜନ କମାଇଲେ ଏହି ଦିଲୀପ ଜୋସି

mahabharatanews

୫,୦୦୦ସ୍କ୍ରିନରେ ରିଲିଜ୍ ହେବ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ ସାଲାର’

mahabharatanews