ଭାରତ

ବେଆଇନ ଋଣ ପ୍ରଦାନ ରୋକିବ ‘ଡିଜିଟା

(ଦିଲ୍ଲୀ) : ସାଇବର ଠକେଇକୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ ଇଣ୍ଡିଆ ଟ୍ରଷ୍ଟ ଏଜେନ୍ସି (ଡିଜିଟା) ପ୍ରତିଷ୍ଠା କରିବାକୁ ଚିନ୍ତା କରୁଛି । ‘ଡିଜିଟା’ ଦେଶରେ ବୃଦ୍ଧି ପାଉଥିବା ବେଆଇନ ଋଣ ପ୍ରଦାନରେ ରୋକ ଲଗାଇବାରେ ସହାୟକ ହେବ । ଏହା ନକଲି ଆପ୍‌ଗୁଡ଼ିକୁ ଚିହ୍ନଟ କରି ଡିଜିଟାଲ ଠକେଇରୁ ସୁରକ୍ଷା ଦେବ ।

ସୂଚନାନୁସାରେ, ଏହା ଡିଜିଟାଲ ୱାଲ୍ଡରେ ଅବୈଧ ଆପର ଯାଞ୍ଚ କରିବ ଆର୍ôଥକ ଜଗତରେ ଯେଉଁ ଆପର ଡିଜିଟା ଭେରିଫିକେସନ ନଥିବ ସେଗୁଡିକୁ ଅବୈଧ ମନେ କରାଯିବ । ଯଦି କମ୍ପାନୀମାନଙ୍କୁ ଆର୍ôଥକ କ୍ଷେତ୍ରରେ କାମ । କରିବାର ଅଛି ତେବେ ସେମାନଙ୍କୁ ଡିଜିଟାରେ ସେମାନଙ୍କ ଆପର ଯାଞ୍ଚ କରାଇବାକୁ ହେବ । ଏହି ଏଜେନ୍ସୀ ଆପ ଯାଞ୍ଚ କରିବା ପରେ ଆରବିଆଇକୁ ରିପୋର୍ଟ ଦେବ । ଏହା ଛଡା ଗ୍ରାହକଙ୍କୁ ଉପଯୁକ୍ତ ଆପ୍ ଚିହ୍ନଟ କରିବାରେ ଡିଜିଟା ସହାୟତା କରିବ । ଗତ କିଛି ଠକେଇରେ ବର୍ଷରେ ଫାଇନାନସିଆଲ ସେକ୍ଟରରେ ଡିଜିଟାଲ ଲୋନର ଭାଗିଦାରୀ ବଢିବାରେ ଲାଗିଛି ।

Related posts

ଚାଷୀ ଆନ୍ଦୋଳନ; ଆନ୍ଦୋଳନରତ କୃଷକଙ୍କ ମୃତ୍ୟୁ 

mahabharatanews

ଜିଡିଟାଲେ ପେମେଣ୍ଟ କ୍ଷେତ୍ରରେ ଏପ୍ରିଲି ପହିଲାରୁ ହେବ ବଡ ପରିବର୍ତ୍ତନ ।

mahabharatanews

ରେକର୍ଡ କରିବେ ନୀତିଶ କୁମାର

mahabharatanews