ଅପରାଧଓଡିଶା

ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା !

ରେଢ଼ାଖୋଲ: ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ପାଣ୍ଡିରିଶିଳା ଗାଁରେ । ଦମ୍ପତି ଶୋଇଥିବା ବେଳେ ତାଙ୍କୁ କେହି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘର ଭିତରୁ ରକ୍ତାକ୍ତ ମୃତଦେହ ଜବତ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Related posts

କୋଭିଡ-୧୯ କଟକଣାକୁ ଆହୁରି ଶକ୍ତ କରିଛି ବିଏମସି

mahabharatanews

ଗଞ୍ଜାମରେ ପୁଣି ଗୁଳିକାଣ୍ଡ, ୨ ଆହତ

mahabharatanews

ଶ୍ରୀକ୍ଷେତ୍ର ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews