ଓଡିଶା

ବାଲୁକା ମହୋତ୍ସବର ୨ୟ ଦିନରେ ପରିବେଶ ସୁରକ୍ଷାର ବାର୍ତ୍ତା

(ଗୋପ): କୋଣାର୍କ ବାଲୁକା ମହୋତ୍ସବର ୨ୟ ଦିନରେ ବାଲୁକା ଶିଳ୍ପୀ ମାନେ ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟିଛନ୍ତି । ସେମାନଙ୍କର କଳା ମାଧ୍ୟମରେ । ବିଶେଷକରି ପରିବେଶ ସୁରକ୍ଷିତ ରହିଲେ ଜୀବ ଜନ୍ତୁ ସୁରକ୍ଷିତ ରହି ପାରିବେ ବୋଲି ବାର୍ତ୍ତା ଦେଇଛନ୍ତି ଏହି ଶିଳ୍ପୀମାନେ । ଦିନକୁ ଦିନ ଜଙ୍ଗଲ ହ୍ରାସ ପାଉଥିବା ଯୋଗୁଁ ବନ୍ୟଜନ୍ତୁ ଲୋପ ପାଉଥିବାର ଝଲକ ମଧ୍ୟ ସେମାନଙ୍କର କଳାକୃତିରେ ଆଜି ଦେଖିବାକୁ ମିଳିଥିବା ବେଳେ ଏଠାରେ ଭାଗ ନେଇ ବେଶ୍ ଉତ୍ସାହିତ ଅଛନ୍ତି ବାଲୁକା ଶିଳ୍ପୀ । ସେପଟେ କଳାକାରମାନଙ୍କର ଜୀବନ୍ତ ଛବିକୁ ମନଭରି ଉପଭୋଗ କରିବା ସହ ପ୍ରଶଂସା କରିଛନ୍ତି ଦର୍ଶକ ।

Related posts

ଅଲଉତା ଗ୍ରାମ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

mahabharatanews

କାଳବୈଶାଖୀରେ ବେହାଲ ଟ୍ୱିନ୍‌ସିଟି

mahabharatanews

ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ

mahabharatanews