ଅପରାଧଓଡିଶା

ରାଜଧାନୀରୁ ବନ୍ଧା ହେଲା ରସିକିଆ ପ୍ରଫେସର

ରାଜଧାନୀରୁ ବନ୍ଧା ହେଲା ରସିକିଆ ପ୍ରଫେସର । ଛାତ୍ରୀଙ୍କୁ ସେକ୍ସୁଆଲ ଫେଭର ମାଗିବା ମହଙ୍ଗା ପଡିଲା  । ଅଜିତ ଗୁପ୍ତାକୁ ଗିରଫ କଲା ଭରତପୁର ଥାନା ପୋଲିସ। ଜଣେ ଭେଟେନରି ଛାତ୍ରୀଂକୁ ପ୍ରେମ ନିବେଦନ ସହ ଶାରିରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିଲେ। ରାଜି ନହହେବରୁ ଅଶ୍ଳିଳ ଫଟୋ କରି ଭାଇରାଲ କରିଥିଲେ। କଲିକତା ହୁଗୁଳିର  ଅଧ୍ୟାପକ ଭୁବନେଶ୍ୱର ରେ ରହି କାମ କରୁଥିଲେ। ଏନେଇ ଛାତ୍ରୀ କୁ ନିର୍ମାତା ନା ମମାଲାରେ ଗିରଫ କରିଛି । ଅଭିଯୁକ୍ତ ଅଧ୍ୟପାକ ଜଣକ  ପଶୁ ଚିକିତ୍ସା ଶିକ୍ଷାନୁଷ୍ଠାନର ପୂର୍ବତନ ଅଧ୍ୟାପକ ଥିଲେ।  ଅଭିଯୋଗକାରିଣୀ ଛାତ୍ରୀଙ୍କ ସହ ଅଭିଭାବକତ୍ୱର ଆଳ ଦେଖାଇ ଘନିଷ୍ଠ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ଦୀର୍ଘ ସମୟ ଧରି ଉତ୍ପୀଡ଼ନ କରୁଥିବା ଅଭିଯୋଗ ରହିଛି।

Related posts

ମାଘ ପୂର୍ଣ୍ଣିମାରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ

mahabharatanews

ଆଜିଠୁ ଆରମ୍ଭ ବଜେଟ୍ ଅଧିବେଶନ 

mahabharatanews

ଆଦିବାସୀ ବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟବସ୍ଥା ବିପର୍ଯ୍ୟୟ

mahabharatanews