ଓଡିଶା

କରୋନାରେ ସାମ୍ବାଦିକା ସବନମ ଶିରିନଙ୍କ ମୃତ୍ୟୁ

ଭୁବନେଶ୍ୱର: ଓଡିଶାର ଜଣାଶୁଣା ସାମ୍ବାଦିକା ସବନମ ଶିରିନ ଆଉ ନାହାନ୍ତି । କରୋନାରେ ଆକ୍ରାନ୍ତ ହେବା ପରେ ମଙ୍ଗଳବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୁଇ ଦିନ ପୂର୍ବେ ସବନମ୍ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଏହା ପରେ ତାଙ୍କୁ ଭୁବନେନଶ୍ୱରର ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେ ଦୂରଦୁର୍ଶନ ଓ ଅନ୍ୟାନ୍ୟ ଗଣମାଧ୍ୟମରେ କାମ କରିଛନ୍ତି । ଏପରି କି ସେ ରେଡିଓରେ ମଧ୍ୟ କାମ କରିଥିଲେ । ସବନମଙ୍କ ମୃତ୍ୟୁରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି ।

 

Related posts

ପ୍ରସନ୍ନ ଆଚାର୍ଯ୍ୟ ନେଲେ ନିର୍ବାଚନ ମଣ୍ଡଳୀରେ ପରିଚାଳନା ଦାୟିତ୍ଵ

mahabharatanews

କଟକ ଏସ୍ପିଙ୍କୁ ଓଏଚ୍ଆସିଙ୍କ ରିପୋର୍ଟ ତଲବ

mahabharatanews

୫-ଟି ସ୍କୁଲ ରୂପାନ୍ତରଣ

mahabharatanews