ଓଡିଶା

ବାଲିଯାତ୍ରା ପାଇଁ ଜାରି ରହିଛି ପ୍ଲଟ ବିକ୍ରି

କଟକ: ଆଉ କିଛି ଦିନ ରହିଲା ଐତିହାସିକ ବାଲିଯାତ୍ରା । ଏଥିପାଇଁ ପ୍ଲଟ ବିକ୍ରି ହେବାରେ ଲାଗିଛି । ଏନେଇ କଟକ ଜିଲ୍ଲା ପ୍ରଶାସନ ସଚେତନତା ପାଇଁ ସହର ଏବଂ ଜିଲ୍ଲାର ସବୁ ବ୍ୟବସାୟୀଙ୍କୁ ସୁଯୋଗ ଦେବା ବ୍ୟବସ୍ଥା କରିଛି । ଚଳିତ ବର୍ଷ ବାଲିଯାତ୍ରାରେ ସ୍ଥାନୀୟ ଓ ରାଜ୍ୟର ବିଭିନ୍ନ ହସ୍ତକଳା ବ୍ୟବସାୟ ଓ ବ୍ୟବସାୟୀ ମାନଙ୍କୁ ପ୍ରାଥମିକତା ଦେବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।

କହିବାକୁ ଗଲେ କୋଭିଡ କଟକଣା ପାଇଁ ବ୍ୟବସାୟୀଙ୍କ ରୋଜଗାରରେ ଠପ୍ ଲାଗିଯାଇଛି । ସେଥିପାଇଁ ବ୍ୟବସାୟୀମାନେ କୌଣସି ପ୍ରକାର ଅଶୁବିଧା ସମ୍ମୁଖୀନ ନ କରନ୍ତୁ ବୋଲି ଏହି ପଦକ୍ଷେପ ନିଆଯାଇଛି । ତେବେ ସେମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Related posts

ସତ୍ୟଭୂଷଣ ସାହୁ କଂଗ୍ରେସର ପ୍ରାର୍ଥୀ ହେବେ : ଅଫିସିଆଲି ବିଜ୍ଞପ୍ତି ପ୍ରକାଶ ପାଇବ

mahabharatanews

ସାମାଜିକ ଦୂରତା ନ ରଖିବା, ଛେପ ପକାଇବା ପାଇଁ ଜରିମାନା ଆଦାୟ

mahabharatanews

ପାରାଦ୍ୱୀପ ଏନଏସି ହାଇସ୍କୁଲରେ ଭିନ୍ନକ୍ଷମ ଚିହ୍ନଟୀକରଣ କ୍ୟାମ୍ପ

mahabharatanews