ଭାରତ

ଥଣ୍ଡା ପାଇଁ ଜାନୁଆରୀ ୧୩ ପର୍ଯ୍ୟନ୍ତ ସ୍କୁଲ ଛୁଟି

ତଳ ମୁହାଁ ହେଉଛି ପାରଦ । ତେଣୁ ବଢୁଥିବା ଥଣ୍ଡାକୁ ନଜରରେ ରଖି, ଜାନୁଆରୀ ୧୩ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ଚଣ୍ଡିଗଡ଼ର ପାଗକୁ ନଜରରେ ରଖି ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲର ଛୁଟିକୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ଛୁଟି ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏବେ  ଅତ୍ୟଧିକ ଥଣ୍ଡା ଯୋଗୁଁ ଏହାକୁ ପୁଣି ଥରେ ବୃଦ୍ଧି କରାଯାଇଛି ।

Related posts

ଅନ୍ଧକାରକୁ ଦୂରକରି ଆଲୋକର ବିଜୟ ଆଣି ଦେବ ଦୀପାବଳି

mahabharatanews

ମନ୍ଦିର ହଟେଇବାରୁ ଭୁଶୁଡ଼ିଲା ଟନେଲ

mahabharatanews

ଭାରତର ପ୍ରଧାନ ବିଚରାପତିଙ୍କ ଶେଷ କାର୍ଯ୍ୟ ଦିବସ

mahabharatanews