ମନୋରଞ୍ଜନ

ଚୁମ୍ବନକୁ ନେଇ ଚର୍ଚାରେ ସେଫାଲୀ ଓ ପରାଗ

(ମୁମ୍ବାଇ):  କାଣ୍ଟାଲଗା ଫେମ୍‌ ଶେଫାଲୀ ଜରିୱାଲା ନିଜର ବୋଲ୍‌ଡ୍‌ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଶେଫାଲୀ ଓ ତାଙ୍କ ସ୍ବାମୀ ସର୍ବସାଧାରଣ ସ୍ଥାନରେ ପରସ୍ପରଙ୍କ ଓଠରେ ଚୁମ୍ବନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଯାହା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ସୂଚନାନୁଯାୟୀ , ଭିଡିଓରେ ଦେଖିବାକୁ ମିଳିଛି ଯେ, ଶେଫାଲୀଙ୍କ ସ୍ବାମୀ ପରାଗ ତ୍ୟାଗୀ ତାଙ୍କୁ ବିମାନବନ୍ଦରକୁ ଛାଡ଼ିବାକୁ ଆସିଛନ୍ତି। ପତ୍ନୀଙ୍କୁ ଛାଡ଼ିଯିବା ପୂର୍ବରୁ ପ୍ରଥମେ ପରାଗ ତାଙ୍କ ଓଠରେ ଚୁମ୍ବନ ଦେଉଛନ୍ତି। ତା’ପରେ ଶେଫାଲୀ ବି ସ୍ବାମୀଙ୍କୁ ସହଯୋଗ କରୁଛନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ଥିବା ଭଲପାଇବା ଦେଖି କିଛି ଲୋକେ ଖୁସି ହୋଇଥିବା ବେଳେ କିଛି ନିନ୍ଦା କରିଛନ୍ତି ।

Related posts

ଗିରଫ ହେବେ ଡ୍ରାମା କୁଇନ !

mahabharatanews

୪୫୦ କୋଟି ଆୟ ଅତିକ୍ରମ କଲା ଚଳଚ୍ଚିତ୍ର ‘ଗଦର-୨ ‘

mahabharatanews

ବକ୍ସ ଅଫିସରେ ଦିନକୁ ଦିନ ସବୁ ରେକର୍ଡ ଭାଙ୍ଗୁଛି ‘ଧୁରନ୍ଧର 2: ଦି ରିଭେଞ୍ଜ’

mahabharatanews