ମନୋରଞ୍ଜନ

 ଗାୟିକା ବିଜୟ ଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର 

(ଉତ୍ତରପ୍ରଦେଶ) :  ଗାୟିକା ବିଜୟ ଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର । ସନ୍ଦେହଜନକ ଅବସ୍ଥାରେ ଉତ୍ତର ପ୍ରଦେଶର ସୁଲ୍‌ତାନପୁର ଜିଲ୍ଲାସ୍ଥିତ ନିଜ ବାସଭବନରୁ ବିଜୟଙ୍କ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , ମଲ୍ଲିକାଙ୍କ ମାଆ ସୁମିତ୍ରା ସିଂହ କହିଛନ୍ତି ଯେ, ଘରର ସମସ୍ତେ ଶୋଇପଡ଼ିଥିବାରୁ ଏ ଘଟଣା କେତେବେଳେ ଘଟିଲା ସେ ଜାଣିନାହାନ୍ତି। ସେ କହିଛନ୍ତି, କୋଠରିର କବାଟ ଆଉଜା ହୋଇଥିଲା, କିନ୍ତୁ ଆଲୁଅ ଜଳୁଥିଲା। ମୁଁ କୋଠରି ଭିତରକୁ ପଶି ଦେଖିଲି ଆମ ଝିଅ ପଙ୍ଖାରେ ଫାଶି ଲଗାଇବାଥିବା ପରି ଝୁଲିଛି। ମୁଁ ମୋ ସ୍ବାମୀ ଓ ଘରର ଅନ୍ୟ ଲୋକମାନଙ୍କୁ ଡାକିଲି। କିନ୍ତୁ, ସେ ସେତେବେଳକୁ ମରିଯାଇଥିଲା।

Related posts

କିଙ୍ଗ ଖାନଙ୍କୁ ଏକ ବିଲେଇ ଫଟୋ ଉପହାର 

mahabharatanews

ଭାଇରଲ ହେଲା ସାରା ଓ ରାକ୍ଷୀଙ୍କ ଝଗଡା

mahabharatanews

ପଞ୍ଚଭୂତରେ ଲୀନ ହେଲେ ଗାୟକ ପଙ୍କଜ ଉଧାସ

mahabharatanews