ମନୋରଞ୍ଜନ

କିଙ୍ଗ ଖାନଙ୍କୁ ଏକ ବିଲେଇ ଫଟୋ ଉପହାର 

(ମୁମ୍ବାଇ) : ବଲିଉଡ ବାଦଶାହା ଶାହରୁଖ ଖାନ ୨୦୨୩ ନଭେମ୍ବର ୨ ତାରିଖରେ ୫୮ ବର୍ଷ ବୟସର ପହଞ୍ଚିଛନ୍ତି ।  ତାଙ୍କ ଜନ୍ମଦିନ ଅବସରରେ କିଙ୍ଗ ଖାନଙ୍କ ଏକ ଝଲକ ପାଇବା ପାଇଁ ତାଙ୍କ ଘର ମନ୍ନତ ସମ୍ମୁଖରେ ପ୍ରଶଂସକଙ୍କ ଭିଡ଼ ଜମିଥିଲା । ଆଜିର ଏହି ସ୍ବତନ୍ତ୍ର ଦିନରେ ରୋହିତ ନାମକ ଜଣେ ପ୍ରଶଂସକ ତାଙ୍କୁ ଉପହାର ସ୍ବରୂପ ଏକ ବିଲେଇର ଫଟୋ ପଠାଇଛନ୍ତି। ଏହା ଉପରେ ଶାହାରୁଖ ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି, ପ୍ରଥମେ କୁହ ବିଲେଇ ଫଟୋ କାହିଁକି ପଠାଇଛ।

https://x.com/iamsrk/status/1706996499832357081?s=20

ସୂଚନାନୁଯାୟୀ , ଏହି ପ୍ରତିକ୍ରିୟା ଏବେ ଭାଇରାଲ ହେବାରେ ଲାଗିଛି। ଲୋକେ ଶାହରୁଖ ଓ ଅଭିନେତାଙ୍କ ପ୍ରଶଂସକ ରୋହିତଙ୍କୁ ଏହି ମଜାଳିଆ ଟୁଇଟକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ସେ ଇତିମଧ୍ୟରେ ୯୦ରୁ ଅଧିକ ଫିଲ୍ମରେ ଅଭିନୟ କରି ସାରିଛନ୍ତି ଏବଂ ୧୪ଟି ଫିଲ୍ମଫେୟାର ପୁରସ୍କାର ସମେତ ଅନେକ ପୁରସ୍କାର ଜିତିଛନ୍ତି।

 

Related posts

ନୀଳ ରଂଗର ଲିପ୍‌ଷ୍ଟିକ୍‌ ଲଗାଇ ଟ୍ରୋଲ୍‌ ହେଲେ ଉର୍ବଶୀ

mahabharatanews

ଆଖି ବୁଜିଲେ ବଲିଉଡ ପ୍ରଯୋଜକ ଧୀରଜଲାଲ ଶାହ

mahabharatanews

ଇଦରେ ସଲମାନଙ୍କ ଘର ଆଗରେ ଲାଠିଚାର୍ଜ 

mahabharatanews