ଓଡିଶା

ସାମାଜିକ ସୁରକ୍ଷାରେ ଭତ୍ତା ଯୋଜନା ନାହିଁ

ଭୁବନେଶ୍ୱର : ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନା ରେ ଦିଆଯାଉଥିବା ମାସିକ ଭତ୍ତା ପରିମାଣ ବୃଦ୍ଧି ପାଇଁ କୌଣସି ପ୍ରସ୍ତାବ ସରକାରଙ୍କ ବିଚାରଧୀନ ନାହିଁ । ସରକାରୀ କର୍ମଚାରୀ ଓ ଲୋକ ପ୍ରତିନିଧିଙ୍କ ଦରମା ଭତ୍ତା ବୃଦ୍ଧି ଭଳି ସାମାଜିକ ସୁରକ୍ଷା ଭତ୍ତା ବୃଦ୍ଧି ପ୍ରସ୍ତାବ ପ୍ରଶ୍ନରେ ଏହି ସୂଚନା ଦେଇଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ମନ୍ତୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାୟିକା କୁସୁମ ଟେଟେ ଓ ବିଧାୟକ ସୁରେଶ ରାଉତରାୟ ପ୍ରଶ୍ନର ଉତ୍ତରରେ ଶ୍ରୀ ପଣ୍ଡା କହିଛନ୍ତି, ଯେ ଓଡ଼ିଶାରେ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହିତାଧିକାରୀଙ୍କୁ ବିଭିନ୍ନ ବର୍ଗର ୫ ସହ,୭ ସହ ଓ ୯ ସହ ଟଙ୍କା ଦିଆଯାଉଛି । ତେବେ ପଡୋଶୀ ରାଜ୍ୟ ମାନଙ୍କରେ ପ୍ରଦାନ କରାଯାଉଥିବା ଭତ୍ତା ବାବଦ ତଥ୍ୟ ବିଭାଗରେ ଉପଲବ୍ଧ ନଥିବା ସେ କହିଛନ୍ତି ।

Related posts

କେମିତି ମଲା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେଇଆ ଲଳିତ ସାହୁ ? ରାତି ଅଧିଆ ପୋଷ୍ଟ ମର୍ଟମ ନେଇ ଉଠିଲା ପ୍ରଶ୍ନ

mahabharatanews

ଛାତ୍ରଙ୍କ ଉପରେ ମାଡ଼ିଗଲା ଟ୍ରାକ୍ଟର

mahabharatanews

ଅଟୋ ଓଲଟିଲା ଆଶାକର୍ମୀଙ୍କ ସହ ୪ ଆହତ

mahabharatanews