ଭାରତରାଜନୀତି

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ:  କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ରାଜସ୍ଥାନ ଜୟପୁରରୁ ସେ ନିଜ ନାମାଙ୍କନ ପତ୍ର ଭରିଛନ୍ତି ।  ନାମାଙ୍କନପJତ୍ର ଦାଖଲ ସମୟରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ରହିଥିଲେ । ସେହିଭଳି କଂଗ୍ରେସର ବରିଷ୍ଠ ନେତା ମଧ୍ୟ ଏହି ନାମାଙ୍କନପତ୍ର ଦାଖଲ ବେଳେ ସାଥୀରେ ରହିଥିଲେ । ସୋନିଆ ଗାନ୍ଧୀ ଏବେ ରାଏବରେଲିରୁ ସାଂସଦ ରହିଛନ୍ତି । ସୋନିଆଙ୍କ ସମେତ କଂଗ୍ରେସ ଆଉ ୪ ସାଂସଦଙ୍କ ନାଁ ମଧ୍ୟ ଘୋଷଣା କରିଛି । ବିହାରରୁ ଅଖିଳେଶ ପ୍ରସାଦ, ହିମାଚଳ ପ୍ରଦେଶରୁ ଅଭିଷେକ ମନୁ ସିଂଘଭି, ମହାରାଷ୍ଟରୁ ଚନ୍ଦ୍ରକାନ୍ତ ହଣ୍ଡୋରେଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।

Related posts

“ମା’ଙ୍କ ଅଭିଶାପ ହେତୁ ଜେଲ ଭୋଗୁଛନ୍ତି କେଜ୍ରିୱାଲ”: ମନୋଜ ତିୱାରୀ 

mahabharatanews

ମାଡି ଆସିବ କି ବିପତ୍ତି , ନୀଳ ଚକ୍ରରେ ପୁଣି ବସିଲା ଚିଲ ।

mahabharatanews

ହାଇକୋର୍ଟର ଦ୍ୱାରସ୍ଥ ହେଲେ ସଞ୍ଜୟ ସିଂ

mahabharatanews