(ଭୁବନେଶ୍ୱର) ; ପାରେଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞନ ମହାପତ୍ରଙ୍କ ମୃତ୍ୟୁ ମମଲାରେ ଅସିଲା ସୌମ୍ୟରଞନଙ୍କ ପୋଷ୍ଟମର୍ଟମ ରିପୋର୍ଟ । ସୌମ୍ୟଙ୍କ ପରିବାରକୁ ଦିଆଗଲା ପୋଷ୍ଟମର୍ଟମ ରିପୋର୍ଟ । ମର୍କତନଗର ନଗର ଥାନରୁ ପୋଷ୍ଟମର୍ଟମ ରିପୋର୍ଟ ନେଲେ ପରିବାର । ୯୫% ପୋଡିଯାଇଥିବାରୁ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି । ପୋଷ୍ଟମର୍ଟମ କରିବାର ୬ ଘଣ୍ଟା ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥବା ସୂଚନା । ପାକସ୍ଥଳି ଖାଲିଥିବା ଏବଂ ସେଥିରୁ କୌଣସି ଦୁର୍ଗନ୍ଧ ମଧ୍ୟ ଆସୁନଥିବା ସୂଚନା । ପୋଡା ଦେହରୁ କିରୋସିନ ଗନ୍ଧ ଆସୁଥିବା ଉଲ୍ଲେଖ ରହିଛୀ ରିପୋର୍ଟରେ ।
previous post