ଅପରାଧ

ଶ୍ୱଶୁର ଜ୍ୱାଇଁ ପରସ୍ପରକୁ ଛୁରାମାଡ

ଭୁବନେଶ୍ୱର/ସରୋଜ ରାଉତ: ରାଜଧାନୀରେ ଛୁଡାମାଡ । ଶ୍ୱଶୁର ଜ୍ୱାଇଁ ପରସ୍ପରକୁ ଛୁରାମାଡ କରି ଆହତ । ଅ।।ହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାଟି ଘଟିଛି ଭୁବନେଶ୍ୱର ଷ୍ଟେସନ ବଜାର ଅଞ୍ଚଳରେ । ପାରିବାରିକ କଳହକୁ ନେଇ ଆଜି ଶ୍ୱଶୁର ଓ ଜ୍ୱାଇଁଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ବଚସା ଉଗ୍ର ନେବା ସହ ଉଭୟ ଉଭୟଙ୍କ ହତାହତ ଜ୍ଞାନ ଭୁଲି ପରସ୍ପରକୁ ଛୁରୀରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ସହ ଉଭୟଙ୍କୁ ଅଟକାଇଥିଲେ । ଏଥିରେ ଶ୍ୱଶୁର ଓ ଜ୍ୱାଇଁ ଆହତ ହୋଇଛନ୍ତି । ଲକ୍ଷ୍ମୀସାଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ।

SR

 

Related posts

ସୁପ୍ରିମକୋର୍ଟଙ୍କ ଗେଟ୍ ଆଗରେ ଆତ୍ମହୂତି ଉଦ୍ୟମ କରିଥିବା ଯୁବତୀଙ୍କ ମୃତ୍ୟୁ

mahabharatanews

୨ ଅପରାଧୀଙ୍କୁ ଏନକାଉଣ୍ଟର

mahabharatanews

ବିଡିଏ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews