ଓଡିଶା

ଆଜି ଠାରୁ ରାଜ୍ୟ ବ୍ୟାପି ପଛୁଆବର୍ଗଙ୍କ ସର୍ଭେ

ଭୁବନେଶ୍ୱର: ଆଜି ଠାରୁ ଆସନ୍ତା ୨୭ ତାରିଖ ଯାଏ ରାଜ୍ୟ ବ୍ୟାପି ପଛୁଆ ବର୍ଗଙ୍କ ସର୍ଭେ । ପ୍ରତି ଗାଁରେ ଉଭୟ ଅଫଲାଇନ୍ ଓ ଅନଲାଇନ ରେ ଓବିସି ସର୍ଭେ କରାଯିବ । ଏଥିପାଇଁ ପ୍ରତି ୱାର୍ଡରେ ଏନୁମରେଟର ସେଣ୍ଟର ଖୋଲାଯିବାକୁ ବ୍ୟବସ୍ଥା ହୋଇଛି । ୨୭ଦିନ ଧରି ଚାଲିବାକୁ ଥିକୁ ଥିବା ଏହି ସର୍ଭେରେ ଆଜିଠାରୁ ୨୦ ତାରିଖ ଯାଏ ସବୁ ଅଞ୍ଚଳରେ ସର୍ଭେ କରାଯିବ । ଏହାପରେ ମେ ୨୧ରୁ ୨୭ ଯାଏଁ ସ୍ୱତନ୍ତ୍ର ଡ୍ରାଇଭ କରାଯିବ । ଜଣେ ବ୍ୟକ୍ତି ଓବିସି କମିଶନଙ୍କ ୱୋବେସାଇଟକୁ ଯାଇ ଅନଲାଇନରେ ନାଁ ପଞ୍ଜିକରିଣ କରିପାରିବେ ଅଫଲାଇନ୍ ସର୍ଭେ ପାଇଁ ପ୍ରତି ଗାଁ ଏବଂ ୱାଡ କେନ୍ଦ୍ର ବା ଏନୁମରେଟର ସେଣ୍ଟରରେ ବ୍ୟବସ୍ଥା କରାଯାଇଛି ।

Related posts

୪ ଦିନିଆ ଓଡ଼ିଶା ଗସ୍ତରେ ଆରଏସଏସ ମୁଖ୍ୟ ମୋହନ ଭଗବତ

mahabharatanews

୩୦ ଘଣ୍ଟା ପରେ, ଡାକ୍ତର ନିଯୁକ୍ତି ପ୍ରତିଶ୍ରୁତି ପରେ ଧାରଣା ଭଙ୍ଗ

mahabharatanews

ରାଜ୍ୟରେ ଆଉ ୨୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews