ଓଡିଶା

ଆଜି ଠାରୁ ରାଜ୍ୟ ବ୍ୟାପି ପଛୁଆବର୍ଗଙ୍କ ସର୍ଭେ

ଭୁବନେଶ୍ୱର: ଆଜି ଠାରୁ ଆସନ୍ତା ୨୭ ତାରିଖ ଯାଏ ରାଜ୍ୟ ବ୍ୟାପି ପଛୁଆ ବର୍ଗଙ୍କ ସର୍ଭେ । ପ୍ରତି ଗାଁରେ ଉଭୟ ଅଫଲାଇନ୍ ଓ ଅନଲାଇନ ରେ ଓବିସି ସର୍ଭେ କରାଯିବ । ଏଥିପାଇଁ ପ୍ରତି ୱାର୍ଡରେ ଏନୁମରେଟର ସେଣ୍ଟର ଖୋଲାଯିବାକୁ ବ୍ୟବସ୍ଥା ହୋଇଛି । ୨୭ଦିନ ଧରି ଚାଲିବାକୁ ଥିକୁ ଥିବା ଏହି ସର୍ଭେରେ ଆଜିଠାରୁ ୨୦ ତାରିଖ ଯାଏ ସବୁ ଅଞ୍ଚଳରେ ସର୍ଭେ କରାଯିବ । ଏହାପରେ ମେ ୨୧ରୁ ୨୭ ଯାଏଁ ସ୍ୱତନ୍ତ୍ର ଡ୍ରାଇଭ କରାଯିବ । ଜଣେ ବ୍ୟକ୍ତି ଓବିସି କମିଶନଙ୍କ ୱୋବେସାଇଟକୁ ଯାଇ ଅନଲାଇନରେ ନାଁ ପଞ୍ଜିକରିଣ କରିପାରିବେ ଅଫଲାଇନ୍ ସର୍ଭେ ପାଇଁ ପ୍ରତି ଗାଁ ଏବଂ ୱାଡ କେନ୍ଦ୍ର ବା ଏନୁମରେଟର ସେଣ୍ଟରରେ ବ୍ୟବସ୍ଥା କରାଯାଇଛି ।

Related posts

ଘୋଷଯାତ୍ରା ପ୍ରସ୍ତୁତି : ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

mahabharatanews

ପାରିବାରିକ କଳହରୁ ହତ୍ୟାକାଣ୍ଡ

mahabharatanews

ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତି ପାଳିତ

mahabharatanews