ଓଡିଶା

ଭଦ୍ରକ ଉପଜିଲ୍ଲାପାଳ କରୋନା ପଜିଟିଭ

(ରିପୋଟର୍ସ ଟୁଡେ,ଭଦ୍ରକ): ଭଦ୍ରକ ଉପଜିଲ୍ଲାପାଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେପ୍ଟେମ୍ବର ୧୫ ଯାଏ ଅତିରିକ୍ତ ଉପଜିଲ୍ଲାପାଳ ମନୋରମା ଭୂୟାଁ ଉପ-ଜିଲ୍ଲାପାଳ ଦାୟିତ୍ୱରେ ରହିବେ । ଏନେଇ ଭଦ୍ରକ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି, ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୫୪୫ରେ ପହଞ୍ଚିଛି । ସେଥିରୁ ୧୭୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୭୫୮ ଜଣ କରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Related posts

‘ମୋ ଅନୁଭୂତିର ଲଦାଖ’ପୁସ୍ତକ ଉନ୍ମୋଚନ

mahabharatanews

ବାଲି ମାଫିଆଙ୍କ କବଜାରେ ଲୁଣା କରାଣ୍ଡିଆ ନଦୀବନ୍ଧ: ବନ୍ୟା ଆଶଙ୍କାରେ ୧୩ ଗାଁ ଭୟଭୀତ

mahabharatanews

ଅସହାୟ, ଗରିବଙ୍କ ପାଖରେ ପହଁଚିଲା କଣିହାଁ ପ୍ରେସ୍ କ୍ଲବ୍

mahabharatanews