ମନୋରଞ୍ଜନ

ଦ୍ଵିତୀୟ ବିବାହ କରିବେ ଅଖିଳ ମିଶ୍ରାଙ୍କ ସ୍ତ୍ରୀ

(ମୁମ୍ବାଇ) : ବଲିଉଡ ଅଭିନେତା ଆମୀର ଖାନଙ୍କ ଫିଲ୍ମ ‘ଥ୍ରୀ ଇଡିଏଟସ’ରେ ଲାଇବ୍ରେରିଆନ୍ ଦୁବେ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅଖିଳ ମିଶ୍ରାଙ୍କର ଗତବର୍ଷ ମୃତ୍ୟୁ ହୋଇଥିଲା । ମାତ୍ର ୬ମାସ ମଧ୍ୟରେ ତାଙ୍କ ପତ୍ନୀ ଏଭଳି ଦ୍ଵିତୀୟ ବିବାହ କରିବା ଅନେକଙ୍କୁ ପସନ୍ଦ ଆସିନାହିଁ ।

ସୂଚନାନୁଯାୟୀ , ଅଭିନେତା ଅଖିଳ ମିଶ୍ରାଙ୍କୁ ନେଇ ସେ କହିଛନ୍ତି ଯେ, ତାଙ୍କ ସ୍ଥାନ କେହି ପୁରଣ କରିପାରିବେ ନାହିଁ । ସେ ଜଣେ ଭଲ ଅଭିନେତା ଏବଂ ଭଲ ମଣିଷ  ଅଭିନେତା ହାଇଦ୍ରାବାଦରେ ଏକ ପ୍ରୋଜେକ୍ଟ ପାଇଁ ଉଚ୍ଚକୋଠାରେ ସୁଟିଂ କରୁଥିଲେ। ଏହି ଉଚ୍ଚ କୋଠାର ବାଲକୋନିରେ ଅଖିଳ କାମ କରୁଥିବା ସମୟରେ ଅସାବଧାନତା ହେତୁ ତଳକୁ ଖସି ପଡ଼ିଥିଲେ। ଆଉ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଅଖିଳ ମିଶ୍ରାଙ୍କ ଏପରି ଆକସ୍ମିକ ମୃତ୍ୟୁ ଖବର ଇଣ୍ଡଷ୍ଟ୍ରିରେ ଶୋକରଛାୟା ଖେଳାଇ ଦେଇଥିଲା।

Related posts

ଚୁମ୍ବନକୁ ନେଇ ଚର୍ଚାରେ ସେଫାଲୀ ଓ ପରାଗ

mahabharatanews

ଡାକ୍ତରଖାନାରେ ଶାହାରୁଖ ଖାନ

mahabharatanews

ସୁଟିଂ ବେଳେ ବାଲକୋନିରୁ ପଡି ଆଖି ବୁଜିଲେ ଅଖିଳ ମିଶ୍ରା 

mahabharatanews