ଓଡିଶାଧାରଣାରେ ବସିଲେ ଅଙ୍ଗନୱାଡି କର୍ମୀmahabharatanewsNovember 25, 2022 by mahabharatanewsNovember 25, 20220177 କୋରାପୁଟ : ବୋରିଗୁମ୍ମା ବ୍ଲକର ଆଇସିଡ଼ିଏସ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀ ମାନେ ୮ ଦଫା ଦାବିକୁ ଭନେଇ ଗତ ଦୁଇଦିନ ଧରି ଧାରଣା ଜାରି ରହିଛି । ବିଭିନ୍ନ ସମସ୍ୟା କୁ ନେଇ...