ଓଡିଶାପାଟଣା ସିଡିପିଓଙ୍କ ମନମାନି କାର୍ୟ୍ୟକୁ ନେଇ କାର୍ଯ୍ୟାଳୟ ଘେରାଉ କଲେ ଅଙ୍ଗନୱାଡି କର୍ମୀmahabharatanewsJanuary 24, 2023 by mahabharatanewsJanuary 24, 20230160 କେନ୍ଦୁଝର/ ବିଜୟ କୁମାର କାରୁଆ: କେନ୍ଦୁଝରଜିଲ୍ଲା ପାଟଣା ସିଡିପିଓଙ୍କ ମନମୁଖୀ କାର୍ୟ୍ୟକୁ ନେଇ କାର୍ୟ୍ୟଳୟ ଘୋରାଉ କରି ଧାରଣାରେ ଶହ ଶହ ଅଙ୍ଗନୱାଡି କର୍ମୀ । ସିଡିପିଓଙ୍କ ନିର୍ଦେଶ କ୍ରମେ କୌଣସି ବିଲ କରି...