ଓଡିଶା

ପାଟଣା ସିଡିପିଓଙ୍କ ମନମାନି କାର୍ୟ୍ୟକୁ ନେଇ କାର୍ଯ୍ୟାଳୟ ଘେରାଉ କଲେ ଅଙ୍ଗନୱାଡି କର୍ମୀ

କେନ୍ଦୁଝର/ ବିଜୟ କୁମାର କାରୁଆ: କେନ୍ଦୁଝରଜିଲ୍ଲା ପାଟଣା ସିଡିପିଓଙ୍କ ମନମୁଖୀ କାର୍ୟ୍ୟକୁ ନେଇ କାର୍ୟ୍ୟଳୟ ଘୋରାଉ କରି ଧାରଣାରେ ଶହ ଶହ ଅଙ୍ଗନୱାଡି କର୍ମୀ । ସିଡିପିଓଙ୍କ ନିର୍ଦେଶ କ୍ରମେ କୌଣସି ବିଲ କରି ଦେବାକୁ ସୁପରଭାଇଜରଙ୍କ ପିସି ମାଗିବକୁ ଅଙ୍ଗନୱାଡି କର୍ମୀ ବିରୋଧ କରିବାରୁ ସିଡିପିଓ ତାଙ୍କୁ ଫୋନ ଯୋଗେ ମେସେଜ କରି ଗାଳି କରିଛନ୍ତି । ଏନେଇ ପାଟଣା ସିଡିପିଓ କଳ୍ପନା ଡୋରାଙ୍କୁ ପଚାରି ବାରୁ ସେ ସବୁ ମିଥା ବୋଲି ପ୍ରତିକ୍ରିୟା ରେ କହିଛନ୍ତି । ତେବେ ସିଡିପିଓ ଙ୍କ ମୋବାଇ ରୁ ଲେଖା କିପରି ମିଥାହୋଇ ପାରିବ ବଡ଼ପ୍ରଶ୍ନ ବାଚି ସୃଷ୍ଟି କରିଛି । ତେବେ ଆଗକୁ ଦେଖିବାକୁ ବାକି ରହିଲା ସିଡିପିଓ ଙ୍କ ପିସି ନିର୍ଦେଶ ସୁଡ଼ଭାଇଜର ଙ୍କର ଅଙ୍ଗନୱାଡି କର୍ମୀ ପ୍ରତି କମିବ କି ନାହିଁ ।

 

Related posts

ଭୁଲ ବା ଖରାପ ଅଭ୍ୟାସ କାରଣରୁ ର୍ଦୁଭାଗ୍ୟ ଓ ଆର୍ଥିକ ସମସ୍ୟା ଆମ ପିଛା ଛାଡି ନଥାଏ

mahabharatanews

ଆଜିଠୁ ଭୁବନେଶ୍ବରରେ ସ୍ବାଭାବିକ ହେବ ଟ୍ରେନ୍ ସେବା

mahabharatanews

କରୋନା ଯୋଦ୍ଧାଙ୍କୁ ମାସ୍କ ବଣ୍ଟନ

mahabharatanews