Uncategorized୮୨ରନରେ ଜିତି ଟିମ୍ ଇଣ୍ଡିଆ ସମ୍ମାନ ରଖିଲାmahabharatanewsJune 18, 2022 by mahabharatanewsJune 18, 20220201 ରାଜକୋଟ : ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୮୨ ରନ୍ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏହି ବିଜୟ ଫଳରେ ୫ ମ୍ୟାଚ...
ଓଡିଶାକିଶୋରୀମାନଙ୍କୁ ଦିଅ ଯିବ ସ୍କୁଲରେ ପୁଣି ଥରେ ନାମ ଲେଖାଇବା ସୁଯୋଗmahabharatanewsJune 18, 2022 by mahabharatanewsJune 18, 20220185 ସୁବର୍ଣ୍ଣପୁର: ଅଧାରୁ ପାଠ ଛାଡିଥିବା କିଶୋରୀମାନଙ୍କୁ ସ୍କୁଲରେ ପୁଣି ଥରେ ନାମ ଲେଖାଇବା ନିମନ୍ତେ , ଜିଲ୍ଳାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲପାଳ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲପାଳ...
ଅପରାଧଓଡିଶାପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗmahabharatanewsJune 17, 2022 by mahabharatanewsJune 17, 20220176 ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ କସ୍ତୂରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶୀକ୍ଷୟତ୍ରୀଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ । ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ସାମଗ୍ରୀ ଦେବାସହ ବିଲ୍...
ଓଡିଶାକୋମଳମତୀ ଶିଶୁଙ୍କ ମୁହଁରେ ଫୁଟାଇଲେ ହସ; ଜିଲ୍ଲପାଳଙ୍କ ସ୍ୱତନ୍ତ୍ର ଆଗ୍ରହmahabharatanewsJune 17, 2022 by mahabharatanewsJune 17, 20220164 ସୁବର୍ଣ୍ଣପୁର : (ଓମ୍ ପ୍ରକାଶ ମିଶ୍ର) :- ଶିଶୁ ଯତ୍ନ ଅନୁଷ୍ଠାନ ସୋନପୁରରେ ରହୁଥିବା ବାପା, ମାଆ ସ୍ନେହ ଶ୍ରଦ୍ଧା ରୁ ବଞ୍ଚିତ, ସେବା ଓ ଯତ୍ନ ଆବଶ୍ୟକ କରୁଥିବା କୋମଳମତି ଶିଶୁଙ୍କ ଆବେଗ...
ଓଡିଶାମଦ୍ୟପାନ କରି ଗାଡି ଚଳାଇବା ପଡିବ ମହଙ୍ଗା ; ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀ କରିବେ ସ୍ୱତନ୍ତ୍ର ଯାଞ୍ଚmahabharatanewsJune 17, 2022 by mahabharatanewsJune 17, 20220128 ସୁବର୍ଣ୍ଣପୁର: ମଦ୍ୟପାନ କରି ଗାଡି ଚଳାଇବା ଉପରେ ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀଙ୍କ ସ୍ୱତନ୍ତ୍ର ମିଳିତ ଯାଞ୍ଚ କରାଯାଇଥିଲା । ଓଡିଶା ସରକାରଙ୍କ ପରିବହନ କମିଶନର ତଥା ଜିଲ୍ଲାପାଳ ଶ୍ରୀମତୀ ଆବୋଲୀ ସୁନିଲ...
ଓଡିଶାପିଏମ ହାଇସ୍କୁଲରେ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ୩୫ ତମ ଶ୍ରାଦ୍ଧ ବାର୍ଷିକ ପାଳିତmahabharatanewsJune 14, 2022 by mahabharatanewsJune 14, 20220220 ଜ୍ୟୋତିରଞ୍ଜନ ଧର /ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ପବିତ୍ରମୋହନ ହାଇସ୍କୁଲ ପରିସରରେ ମୁକ୍ତିପଥର ସୈନିକ,କବି,ପ୍ରଖ୍ୟାତ ଜନ ନାୟକ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କର ୩୫ ତମ ଶ୍ରାଦ୍ଧ ବାର୍ଷିକ ତଥା...
ଓଡିଶାହାଇକୋର୍ଟଙ୍କ ନିର୍ଦେଶ ମୁତାବକ୨୦୧୩ ପଲିସି ଅନୁଯାୟୀ ଲୋକଙ୍କୁ ମିଳିବ କ୍ଷତିପୂରଣ : ସୂଚନା ଦେଲେ ବିସ୍ଥାପନ ମଞ୍ଚ ସଭାପତିmahabharatanewsJune 14, 2022 by mahabharatanewsJune 14, 20220169 ଅନୁଗୁଳ /ଜ୍ୟୋତିରଞ୍ଜନ ଧର: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ବ୍ୟାରେଜ ବିସ୍ଥାପନ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।ବିସ୍ଥାପନ ମଞ୍ଚର ସଭାପତି ଜଗମୋହନ ପ୍ରଧାନଙ୍କ ଅଧକ୍ଷତା କ୍ରମେ ମୁଖ୍ୟ ଅତିଥି...
ଅପରାଧଓଡିଶାକୋର୍ଟରେ ନକଲି ଡାକ୍ତର ରମେଶ ସ୍ୱାଇଁର ଚାର୍ଜସିଟ ଦାଖଲ କଲେ ମହିଳା ପୋଲିସmahabharatanewsJune 14, 2022June 14, 2022 by mahabharatanewsJune 14, 2022June 14, 20220187 ଭୁବନେଶ୍ୱର : ନକଲି ଡାକ୍ତର ରମେଶ ସ୍ୱାଇଁ ଗିରଫ ଘଟଣାକୁ ନେଇ ଭୁବନେଶ୍ୱର କୋର୍ଟରେ ରମେଶ ସ୍ୱାଇଁର ଚାର୍ଜସିଟ ଦାଖଲ କଲେ ମହିଳା ଥାନା ପୋଲିସ । ଚାର୍ଜସିଟରେ ୧୦୫ ଜଣ ସାକ୍ଷୀ ରହିଥିବା...
ଭାରତମନୋରଞ୍ଜନକ୍ୟାଟ୍ରିନାଙ୍କୁ ଛାଡି ଅନ୍ୟ ଝିଅ ସହ ରୋମାନ୍ସ କରୁଛନ୍ତି ବିକ୍କି କୌଶଲ ! ବୋଲ୍ଡ ଫଟୋ ଭାଇରଲmahabharatanewsJune 14, 2022 by mahabharatanewsJune 14, 20220136 ମୁମ୍ବାଇ: ବିକ୍କି କୌଶଲ ଏବଂ କ୍ୟାଟ୍ରିନା ବିବାହ କରିବା ପରେ ନିଜ ନିଜ କାମକୁ ନେଇ ବ୍ୟସ୍ତ ରହିଛନ୍ତି। କାମରୁ ଟିକେ ଫୁରସତ ମିଳିଲେ ଦୁହେଁ ବାହାରକୁ ବୁଲିବାକୁ ଯାଆନ୍ତି। କିନ୍ତୁ ଏହା ମଧ୍ୟରେ...
ଓଡିଶାବସ୍ତିର ପିଲାଙ୍କ ସହ ରଜ ପାଳିଲେ ସ୍ଵେଚ୍ଛାସେବୀmahabharatanewsJune 13, 2022June 13, 2022 by mahabharatanewsJune 13, 2022June 13, 20220183 କଟକ: ଗତ ଦୁଇ ବର୍ଷ ଧରି ରଜ ପାଳନରେ ଫିକା ପଡିଥିଲା ସାରା ଓଡିଶା । ହେଲେ ଚଳିତ ବର୍ଷ ପାଗ ଯଦି ଟିକେ ଶୁଖିଲା ରହେ ତେବେ ରଜ ତିନିଦିନ ବେଶ୍ ଧୁମଧାମରେ...