ଓଡିଶାବ୍ଲକସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତmahabharatanewsJanuary 10, 2023January 10, 2023 by mahabharatanewsJanuary 10, 2023January 10, 20230212 ବଲାଙ୍ଗୀର : ପାଟଣାଗଡ଼ ବ୍ଲକ ଖୁଣ୍ଟସମଲାଇ ଗ୍ରାମ ପଞ୍ଚାୟତ କାର୍ୟ୍ୟଳୟରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତା ବ୍ଲକସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଚଞ୍ଚଳ ରାଣା...
ଓଡିଶାବରଗଡ଼ ସାମ୍ବାଦିକଙ୍କୁ ପୁଲିସର ଆକ୍ରମଣ ଘଟଣା: କଣ୍ଟାବାଞ୍ଜି ପ୍ରେସକ୍ଲବର ନିନ୍ଦା ଦାବିପତ୍ର ପ୍ରଦାନmahabharatanewsJanuary 8, 2023 by mahabharatanewsJanuary 8, 20230203 ବଲାଙ୍ଗୀର/ ଜଗନ୍ନାଥ ଧରୁଆ : ବରଗଡ଼ ସାମ୍ବାଦିକଙ୍କୁ ପୁଲିସର ଆକ୍ରମଣ ଘଟଣା କଣ୍ଟାବାଞ୍ଜି ପ୍ରେସକ୍ଲବର ନିନ୍ଦା ଦାବିପତ୍ର ପ୍ରଦାନ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ତହସିଲଦାରଙ୍କ ଜରିଆରେ କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ବରଗଡ...
ଓଡିଶାଚାଷୀଙ୍କ ଧାନ ପୋଲରେ ନିଆଁ ଲଗାଇ ଦୁର୍ବୃତ୍ତ ଫେରାରmahabharatanewsDecember 9, 2022 by mahabharatanewsDecember 9, 20220202 ବଲାଙ୍ଗୀର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନିଆଁ ଲଗାଇ ଦେଲେ ଦୁର୍ବୁତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ସଦର ବ୍ଲକ ବିଡ଼ିଘାଟ ପଞ୍ଚାୟତରେ । ପୂର୍ବ ଶତୃତାକୁ ନେଇ ରାତ୍ରୀରେ...
ଅପରାଧଓଡିଶାଭିଜିଲାନ୍ସ ଜାଲରେ ଥାନା ଅଧିକାରୀmahabharatanewsDecember 5, 2022 by mahabharatanewsDecember 5, 20220312 ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା, ପୁଣି ଥରେ ଚର୍ଚ୍ଚାରେ । ଗତ କିଛିଦିନ ପୁର୍ବରୁ ଛେଳି ଚୋରି କରି ମାଂସ ଭୋଜି କରିବାକୁ ନେଇ ବିବାଦୀୟ ହୋଇଥିଲା ।...
ଓଡିଶାପାଣିରେ ଭାସୁଛି ଅଜଣା ମୃତ ଦେହmahabharatanewsNovember 9, 2022 by mahabharatanewsNovember 9, 20220236 ବଲାଙ୍ଗୀର : (ଜଗନ୍ନାଥ ଧରୁଆ ) କେନାଲରେ ଭାସୁଛି ଅଜଣା ଶବ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ବେଲପଡା ଥାନା ମଟରସୋରୁମ ପଛ ପୁରୁଣାବନ୍ଧ ପାଣିରେ । ମୃତ ଯୁବକ ଜଣକ...
ଓଡିଶାୱେବ ଚ୍ୟାନେଲ ର ସାମ୍ବାଦିକଙ୍କୁ ନେଇ ଗଠନ ହେଲା ସଂଘmahabharatanewsOctober 31, 2022 by mahabharatanewsOctober 31, 20220201 ବଲାଙ୍ଗୀର/ ଜଗନ୍ନାଥ ଧରୁଆ:ବଲାଙ୍ଗୀର ଜିଲ୍ଲାର ସଇଁନ୍ତଲା ବ୍ଲକ ଅନ୍ତର୍ଗତ ନଦୀ କୂଳରେ ଥିବା ଶିବ ମନ୍ଦିର ପ୍ରଣାଙ୍ଗରେ ଜିଲ୍ଲାର ୧୪ ଟି ବ୍ଲକର ବିଭିନ୍ନ ୱେବ ଚ୍ୟାନେଲରେ କାମ କରୁଥିବା ସାମ୍ବାଦିକ ବନ୍ଧୁମାନେ ଏକତ୍ରିତ...
ଓଡିଶାଧୁମଧାମରେ ପାଳିଲେ ରାଧା ଗୋବିନ୍ଦ ପୂଜାmahabharatanewsOctober 26, 2022 by mahabharatanewsOctober 26, 20220198 ବଲାଙ୍ଗୀର/ ଜଗନ୍ନାଥ ଧରୁଆ :ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳ ଠାରେ ଶ୍ରୀ ରାଧା ଗୋବିନ୍ଦ ପୂଜା ଅନୁଷ୍ଠିତ ହୋଇଯାଇଛି । ସେହି ପରି ଡୁଙ୍ଗୁରିପାଲି ଗିରି ଗୋବର୍ଦ୍ଧନ ପୂଜା ପୀଠରେ...
ଓଡିଶା୧୫ ଦାଦନ ଶ୍ରମିକକୁ ଉଦ୍ଧାର କଲା ଖପ୍ରାଖୋଲ ପୋଲିସmahabharatanewsOctober 12, 2022 by mahabharatanewsOctober 12, 20220160 ବଲାଙ୍ଗୀର /ଜଗନ୍ନାଥ ଧରୁଆ :ପାଟଣାଗଡ଼ରୁ ବାହାର ରାଜ୍ୟକୁ ଶିଶୁ ଚାଲାଣ ବେଳେ ୫ ଶିଶୁ ସମେତ ୧୫ ଦାଦନ ଶ୍ରମିକ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକମାନେ ଖପ୍ରାଖୋଲ ଭାନପୁର ଏବଂ ପାଇକମାଲ ଥାନା...
ଓଡିଶାହରିଶଙ୍କରରେ ଜଳ ସତ୍ୟାଗ୍ରହ ଆନ୍ଦୋଳନmahabharatanewsOctober 11, 2022 by mahabharatanewsOctober 11, 20220191 ବଲାଙ୍ଗୀର /ଜଗନ୍ନାଥ ଧରୁଆ :ପଶ୍ଚିମ ଓଡ଼ିଶାର ସୁପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ର ଉନ୍ନତି କରଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଅନୁଦାନ ର ପ୍ରତିଶୃତି ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ...
Accidentଓଡିଶାସ୍ୱାମୀ ସ୍ତ୍ରୀ ମେଡିକାଲରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଗଲା କାର୍; ଜଣେ ମୃତmahabharatanewsSeptember 13, 2022 by mahabharatanewsSeptember 13, 20220191 ବଲାଙ୍ଗିର: ସ୍ୱାମୀ ସ୍ତ୍ରୀ ମେଡିକାଲରୁ ଫେରୁଥିବା ବେଳେ ଘଟିଲା ଅଘଟଣ । ହଠାତ୍ ରାସ୍ତାରେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଗଲା ଚଳନ୍ତା କାର୍। ସୌଭାଗ୍ୟବଃଶତ କାର୍ ଡ୍ରାଇଭ କରୁଥିବା ସ୍ୱାମୀଙ୍କ ଜୀବନ ବଞ୍ଚିଗଲା।...