Tag : Baleswar

ଓଡିଶା

୪ ଦିନ ପରେ ଗଡ଼ିଲା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌

mahabharatanews
(ବାଲେଶ୍ଵର) : ବାହାନଗା ଟ୍ରେନ୍ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏହାରି ମଧ୍ୟରେ  ୪ ଦିନ ପରେ ଆଜି ଟ୍ରାକ୍‌ରେ ଗଡ଼ିଛି କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌। ମଧ୍ୟାହ୍ନରେ ବାହାନଗା ଦେଇ କୋଲକାତା ଶାଲିମାର ଅଭିମୁଖେ...
ଓଡିଶା

ଏସସିବିରେ ବଢିଲା ବେଡ୍ ସଂଖ୍ୟା

mahabharatanews
(ବାଲେଶ୍ଵର) :  ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ରକ୍ତରେ ଭିଜିଛି ବାଲେଶ୍ୱରର ବାହାନାଗା । ଏଣେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ମେଡିକାଲରେ ସ୍ଥାନ ନଥିବାରୁ ଆହତଙ୍କ ସଂଖ୍ୟା ବଢୁଥିବାର ଦେଖି, ଏସସିବିରେ ଆଉ ଶହେ ସିଟ୍ ସଂଖ୍ୟା ବଢାଯାଇଛି । ଏନେଇ ସୂଚନା ଦେଇଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ । ସୂଚନାନୁଯାୟୀ ,  ପୂର୍ବରୁ ବେଡ୍ ସଂଖ୍ୟା ବଢାଇଯାଇଥିଲା ହେଲେ ଆହତଙ୍କ ସଂଖ୍ୟା ବଢୁଥିବାରୁ ପୁଣି ଥର ବଢାଯାଇଛି ବେଡ୍ ସଂଖ୍ୟା । ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ କରାଯାଇଛି ଏବଂ ସମସ୍ତ ପ୍ରକାଶ ସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି ଡାକ୍ତରୀ ଟିମ୍ ।...
ଭାରତ

ଟ୍ରେନ ଦୁର୍ଘଟଣା : ଘଟଣାସ୍ଥଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

mahabharatanews
(ବାଲେଶ୍ଵର) : ଏହି ଦୁର୍ଘଟଣା ସମସ୍ତଙ୍କର ଛାତି ଥରାଇ ଦେଇଛି  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେଲିକପ୍ଟର ଯୋଗେ ବାହାନଗାର ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକ, ଆହତ...
ଓଡିଶା

ଟ୍ରେନ୍ ଦୁର୍ଘଟଣା : ମୃତ୍ୟୁ ୨୮୮, ଆହତ ୯୦୦

mahabharatanews
(କରମଣ୍ଡଳ) : କରମଣ୍ତଳ ଟ୍ରେନ୍ ଦୁର୍ଘଟଣା । ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି । ଏନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ବଢିପାରେ ବୋଲି କହିଛନ୍ତି ପ୍ରଦୀପ ଜେନା । ସାରା ରାତି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଆଜି ସକାଳୁ ମଧ୍ୟ ଚାଲିଛି...
ଓଡିଶା

ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା

mahabharatanews
(ବାଲେଶ୍ଵର) :  ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ଠାରେ ଘଟିଥିବା ଭୟାନକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଘଟଣାସ୍ଥଳରେ ମୃତକଙ୍କ ପରିବାର ପହଂଚିଛନ୍ତି  । ଯେଉଁମାନେ...
ଓଡିଶା

ଶିକାରୀଙ୍କ ପାଇଁ ହୁତୁ ହୁତୁ ହୋଇ ଜଳୁଛି କୁଲଢ଼ିଆ ଜଙ୍ଗଲ

mahabharatanews
ବାଲେଶ୍ବର : ବାଲେଶ୍ବର ଜିଲ୍ଲାର କୁଲଡିହା ଅଭୟାରଣ୍ୟ ଦେବଗିରି ପାହାଡରେ ହୁତୁ ହୁତୁ ହୋଇ ଜଳୁଛି ନିଆଁ କ୍ଷ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ପୋଡି ପାଉଁଶ ହୋଇଯାଇଛି ଏକର ଏକର ଜଙ୍ଗଲ...
ଓଡିଶା

ସାମାଜିକ ବାସନ୍ଦର ଦଣ୍ଡ ଭୋଗୁଛନ୍ତି ପରିବାର

mahabharatanews
ବାଲେଶ୍ୱର : ଗାଁ କଙ୍ଗାରୁ କୋର୍ଟରେ ଶିକାର ହୋଇ ସାମାଜିକ ବାସନ୍ଦର ଦଣ୍ଡ ଭୋଗୁଛନ୍ତି ବସ୍ତା ବ୍ଲକ ମନ୍ତାପାଳ ଗ୍ରାମର ଗୋଟିଏ ପରିବାର। ଆଭିଯୋଗ ଅନୁଯାୟୀ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ମନ୍ତାପାଳ ଗ୍ରାମର...
ଓଡିଶା

ରେଳପଥ ଲୋକାର୍ପଣ କଲେ ସାଂସଦ

mahabharatanews
ବାଲେଶ୍ବର : ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନର ଏକ ପ୍ରମୁଖ ରେଳ ଷ୍ଟେସନ ହେଉଛି । ଜଳେଶ୍ୱର ଷ୍ଟେସନ ପରିସରରେ ପ୍ଲାଟଫର୍ମ ନଂ-୧ ,୨ ଓ ୩ ରେ ୭୦ଲକ୍ଷ ଟଙ୍କା ବ୍ୟୟରେ...
ଓଡିଶାସ୍ୱାସ୍ଥ୍ୟ

ଝାଡାବାନ୍ତିରେ ଜଣେ ମହିଳା ମୃତ , ୯ଜଣ ଆକ୍ରାନ୍ତ

mahabharatanews
ସୋର : ଝାଡାବାନ୍ତିରେ ଆକ୍ରାନ୍ତ ଗ୍ରାମବାସୀ। ଏ ଘଟଣା ଘଟିଛି ବାଲେଶ୍ୱର ଜିଲା ଖଇରା ବ୍ଲକ ଅନ୍ତର୍ଗତ ନାକପଦା ଗାଁରେ । ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ...
ଓଡିଶା

ପୂର୍ବତନ ବିଧାୟକ ଗୋପ ନାରାୟଣ ଦାସଙ୍କ ପରଲୋକ

mahabharatanews
ବାଲେଶ୍ଵର : ବାଲେଶ୍ଵର ସଦରର ପୂର୍ବତନ ବିଧାୟକ ଗୋପ ନାରାୟଣ ଦାସଙ୍କ ପରଲୋକ ଘଟିଛି । ୭୫ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି ଶ୍ରୀ ଦାସ । ତେବେ ହୃଦଘାତରେ ତାଙ୍କ ଦେହାନ୍ତ ହୋଇଥିବା...