ଦେଶ ବିଦେଶବାଂଲାଦେଶରେ ପୁଣି ଆଉ ଜଣେ ହିନ୍ଦୁଙ୍କ ଉପରେ ଆକ୍ରମଣmahabharatanewsJanuary 25, 2026 by mahabharatanewsJanuary 25, 2026021 ପୁଣି ଆଉ ଜଣେ ହିନ୍ଦୁଙ୍କ ଉପରେ ବାଂଲାଦେଶ ଆକ୍ରମଣ କରିଛି । ବାଂଲାଦେଶର ନରସିଙ୍ଗଡିରେ ଏକ ଗ୍ୟାରେଜ ଭିତରେ ଶୋଇଥିବା ସମୟରେ ଜଣେ ୨୩ ବର୍ଷୀୟ ହିନ୍ଦୁ ଯୁବକଙ୍କୁ ଜୀବନ୍ତ ଜାଳି ଦିଆଯାଇଥିବା ଅଭିଯୋଗ...
bharatଖେଳଦେଶ ବିଦେଶବିଶ୍ୱବାଂଲାଦେଶ ଖେଳାଳିଙ୍କୁ ଆଇପିଏଲ୍ରୁ ବାଦ କରିବା ପରେ ଜଳୁଛି ବାଂଲାଦେଶ କ୍ରିକେଟ୍ ବୋର୍ଡmahabharatanewsJanuary 4, 2026 by mahabharatanewsJanuary 4, 2026030 ଦିନକୁ ଦିନ ବଢି ବଢି ଚାଲିଛି ବାଂଲାଦେଶ ଓ ଭାରତ ମଧ୍ୟରେ ତିକ୍ତତାର ସୀମା । ଯାହା ବର୍ତ୍ତମାନ କ୍ରିକେଟ୍ ମଇଦାନକୁ ଆସିଲାଣି । ଆଇପିଏଲରୁ ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବିଦା କରାଯିବା...
ଦେଶ ବିଦେଶଭାରତର ସାତ ଭଉଣୀଙ୍କୁ ବିଭାଜନ କରିବାକୁ ବାଂଲାଦେଶର ଧମକmahabharatanewsDecember 17, 2025 by mahabharatanewsDecember 17, 2025019 ବାଂଲାଦେଶର ଏନସିପି ନେତା ହସନାତ ଅବଦୁଲ୍ଲା ଚେତାବନୀ ଦେଇଛନ୍ତି ଯେ ଢାକା ଭାରତ ପ୍ରତି ଶତ୍ରୁତାପୂର୍ଣ୍ଣ ଶକ୍ତିଗୁଡ଼ିକୁ ଆଶ୍ରୟ ଦେଇପାରେ, ଯେଉଁଥିରେ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ମଧ୍ୟ ସାମିଲ, ଯେଉଁମାନେ ଭାରତର “ସାତ ଭଉଣୀ”ଙ୍କୁ ବିଭାଜିତ...
ଦେଶ ବିଦେଶହସିନା ଯେତେଦିନ ଚାହିଁବେ ଭାରତରେ ରହିପାରିବେ : ଜୟଶଙ୍କରmahabharatanewsDecember 7, 2025 by mahabharatanewsDecember 7, 2025018 ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶର ଆହ୍ୱାନ ମଧ୍ୟରେ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଭାରତରେ ତାଙ୍କର ରହିବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଏବଂ ଗତ ବର୍ଷ ଦେଶରେ...
ବିଶ୍ୱଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି ବାତ୍ୟା ‘ମୋଚା’mahabharatanewsMay 13, 2023 by mahabharatanewsMay 13, 20230151 ସାମୁଦ୍ରିକ ଝଡ଼ ‘ମୋଚା’ ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି । ଏହି ଝଡ଼ ବାଂଲାଦେଶର କକ୍ସ ବଜାରଠାରୁ ୭୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପଶ୍ଚିମଦିଗରେ ୧୫.୩ ଡିଗ୍ରୀ ଉତ୍ତର ଓ ୮୯.୧ ଡିଗ୍ରୀ ପୂର୍ବଦିଗରେ...