ଖେଳଦେଶ ବିଦେଶଭାରତଆଇପିଏଲ୍ ମହାସମରରେ ଶୀର୍ଷରେ RCBmahabharatanewsApril 6, 2026April 6, 2026 by mahabharatanewsApril 6, 2026April 6, 2026015 ଗତକାଲିର ଧୁଆଁଦାର ମ୍ୟାଚ୍ ପରେ ଏବେ ଆଇପିଏଲ୍ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି RCB ଗତକାଲି ଚେନ୍ନାଇ ସୁପରକିଙ୍ଗ୍ ବିପକ୍ଷରେ ଥିବା ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ...
ଖେଳଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ପ୍ରଶଂସକଙ୍କ ସ୍ମାରକୀ ଫଳକmahabharatanewsMarch 24, 2026 by mahabharatanewsMarch 24, 2026011 ଆଗାମୀ ଆଇପିଏଲରେ ମ୍ୟାଚ୍ ଦିନଗୁଡ଼ିକରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଖେଳାଳିମାନେ ୧୧ ନମ୍ବର ଜର୍ସି ପିନ୍ଧି ତାଲିମ ନେବେ ଏବଂ ଫ୍ରାଞ୍ଚାଇଜ୍ ଗତ ବର୍ଷ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଏକ ଦୁଃଖଦ...
ଖେଳଶ୍ରୀଲଙ୍କା ବୋଲର୍ ମଥିସା ପଥିରାଣା ଫିଟ୍ ହୋଇ ଯାଇଛନ୍ତିmahabharatanewsMarch 20, 2026 by mahabharatanewsMarch 20, 2026013 ଶ୍ରୀଲଙ୍କା କ୍ରିକେଟ୍ ନିଶ୍ଚିତ କରିବା ପରେ ଯେ ସେମାନଙ୍କର ଷ୍ଟାର ଖେଳାଳି ମାଥିଶା ପାଥିରାନା “ଫିଟ୍ ଏବଂ ଆଇପିଏଲରେ ଯୋଗଦେବାକୁ ପ୍ରସ୍ତୁତ”, କୋଲକାତା ନାଇଟ୍ ରାଇଡର୍ସ ଫ୍ରାଞ୍ଚାଇଜର ଦୁର୍ବଳ ଗତି ଆକ୍ରମଣ ଉପରେ ଚିନ୍ତାକୁ...
ଖେଳସିଏସକେ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଥିବା ପ୍ରତିଦ୍ବନ୍ଦ୍ବିତା ଆଉ ଆଇପିଏଲ୍ ମଧ୍ୟରେ ସୀମିତ ରହିନାହିଁmahabharatanewsMarch 14, 2026 by mahabharatanewsMarch 14, 2026017 ଚେନ୍ନାଇ ସୁପରକିଙ୍ଗସ୍ (ସିଏସକେ) ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଥିବା ପ୍ରତିଦ୍ବନ୍ଦ୍ବିତା ଆଉ ଆଇପିଏଲ୍ ମଧ୍ୟରେ ସୀମିତ ରହିନାହିଁ । ଏବେ ତାହା କ୍ରିକେଟ୍ ପଡ଼ିଆରୁ ବାହାରି କୋର୍ଟରେ ପହଞ୍ଚିଛି । ସ୍ବତ୍ତ୍ବାଧିକାର ଉଲ୍ଲଙ୍ଘନ...
bharatଖେଳଦେଶ ବିଦେଶବିଶ୍ୱବାଂଲାଦେଶ ଖେଳାଳିଙ୍କୁ ଆଇପିଏଲ୍ରୁ ବାଦ କରିବା ପରେ ଜଳୁଛି ବାଂଲାଦେଶ କ୍ରିକେଟ୍ ବୋର୍ଡmahabharatanewsJanuary 4, 2026 by mahabharatanewsJanuary 4, 2026043 ଦିନକୁ ଦିନ ବଢି ବଢି ଚାଲିଛି ବାଂଲାଦେଶ ଓ ଭାରତ ମଧ୍ୟରେ ତିକ୍ତତାର ସୀମା । ଯାହା ବର୍ତ୍ତମାନ କ୍ରିକେଟ୍ ମଇଦାନକୁ ଆସିଲାଣି । ଆଇପିଏଲରୁ ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବିଦା କରାଯିବା...
ଖେଳଆଇପିଏଲ ଖେଳିବେ କଂଗ୍ରେସ ନେତା ପପ୍ପୁ ଯାଦବଙ୍କ ପୁଅmahabharatanewsDecember 17, 2025 by mahabharatanewsDecember 17, 2025025 ଆବୁଧାବିରେ ଅନୁଷ୍ଠିତ IPL 2026 ମିନି-ନିଲାମରେ କୋଲକାତା ନାଇଟ୍ ରାଇଡର୍ସ ଏକ ବ୍ୟସ୍ତବହୁଳ ଖେଳ ପ୍ରଦର୍ଶନ କରିଥିଲେ। 13 ଜଣ ନୂତନ ଖେଳାଳିଙ୍କ ସହିତ ସେମାନଙ୍କର ଦଳକୁ ମଜବୁତ କରିଥିଲେ । ଫ୍ରାଞ୍ଚାଇଜ୍ ବଡ଼...
ଖେଳନିଜ ପିଚରେ ହାରିଲା ଚେନ୍ନାଇmahabharatanewsMay 15, 2023 by mahabharatanewsMay 15, 20230217 ଚେନ୍ନାଇ : ରବିବାର ଚେପକରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ କୁ ରୋକିଛି କୋଲକାତା ନାଇଟ ରାଇଡର୍ସ । ପ୍ଲେ ଅଫ୍ ଦ୍ୱାରରେ ଥିବା ଚେନ୍ନାଇକୁ ୬ ୱିକେଟରେ ପରାସ୍ତ କରିଛି କୋଲକାତା...
ଖେଳଗୁଜରାଟକୁ ହରାଇ ମୁମ୍ବାଇ ତୃତୀୟ ସ୍ଥାନରେmahabharatanewsMay 13, 2023 by mahabharatanewsMay 13, 20230120 ମୁମ୍ବାଇ : ସୂର୍ୟ୍ୟକୁମାର ଯାଦବଙ୍କ ପ୍ରଥମ ଆଇପିଏଲ୍ ଶତକ ପରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ ଅଫ୍ ଆଶା ପୁଣି ଥରେ ଉଜ୍ଜୀବିତ ହୋଇଛି। ୱାଙ୍ଖଡେ ଷ୍ଟାଡିୟମ୍ରେ ଶୁକ୍ରବାର ରାତିରେ ଶୀର୍ଷ ସ୍ଥାନରେ ସୁରକ୍ଷିତ ଥିବା...
ଖେଳଆଚରଣବିଧି ଉଲଂଘନ ପାଇଁ ଜୋସ ବଟଲର୍ ଦଣ୍ଡିତmahabharatanewsMay 13, 2023 by mahabharatanewsMay 13, 20230128 କୋଲକାତା : ରାଜସ୍ଥାନ ରୟାଲ୍ସ ଟିମର ଖେଳାଳି ଜୋସ ବଟଲର୍ ଆଚରଣବିଧି ଉଲଂଘନ ପାଇଁ ଦଣ୍ଡିତ ହୋଇଛନ୍ତି । ଗୁରୁବାର ଖେଳାଯାଉଥିବା କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ଅମ୍ପାୟାରଙ୍କ ଆଉଟ ନିଷ୍ପତ୍ତିରେ ଅସନ୍ତୋଷ...
ଖେଳଭାରତବିରାଟଙ୍କ ପାଦ ଛୁଇଁଲେରିଙ୍କୁmahabharatanewsApril 27, 2023 by mahabharatanewsApril 27, 20230121 କୋଲକାତା ୪ଟି ମ୍ୟାଚ ହାରିବା ପରେ ଗତକାଲି ବାଙ୍ଗଲୋର ବିପକ୍ଷରେ ହୋଇଥିବା ମ୍ୟାଚରେ କୋଲକାତା ପ୍ରଥମ ବିଜୟ ହାସଲ କରିଛି ।ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେଏହିମ୍ୟାଚ ଖେଲା ଯାଇଥିଲା ।ଏହିମ୍ୟଚରେ ଏକ ଭିନ୍ନ ଦୃଷ୍ୟ ଦେଖିବାକୁ...