ଓଡିଶାଭିଜିଲାନ୍ସ ଜାଲରେ ACF ରେବତୀ ରମଣ ଯୋଶୀ: କ୍ୱାର୍ଟରରୁ ମିଳିଲା ୧୪ ଲକ୍ଷ ୫୦ ହଜାର ଟଙ୍କାmahabharatanewsDecember 6, 2024 by mahabharatanewsDecember 6, 20240230 ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF । ACF ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଜାରି ରହିଛି।...
ଓଡିଶାଉଦଘାଟିତ ହୋଇଛି ଭୁବନେଶ୍ବର ନୂଆ ଜୁଡିସିଆଲ କମ୍ପ୍ଲେକ୍ସmahabharatanewsDecember 5, 2024December 5, 2024 by mahabharatanewsDecember 5, 2024December 5, 20240200 ଭୁବନେଶ୍ୱର: ଆଜିଠାରୁ ବଦଳିଲା ଭୁବନେଶ୍ୱର କୋର୍ଟର ଚିତ୍ର । ଉଦଘାଟିତ ହୋଇଛି ଭୁବନେଶ୍ବର ନୂଆ ଜୁଡିସିଆଲ କମ୍ପ୍ଲେକ୍ସ । ଏହାକୁ ଉଦ୍ ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଉଦଘାଟି ଉତ୍ସବରେ...
ଓଡିଶାରାଜନୀତିଗୋହତ୍ୟା ନିରୋଧ ବିଲ ଆଣିବା ପ୍ରସଙ୍ଗ : ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟାmahabharatanewsDecember 5, 2024December 5, 2024 by mahabharatanewsDecember 5, 2024December 5, 20240193 ଭୁବନେଶ୍ୱର: ଗୋହତ୍ୟା ନିରୋଧ ବିଲ ଆଣିବା ପ୍ରସଙ୍ଗ । ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା । ଗୋ ହତ୍ୟା ରୋକିବାକୁ ପଦକ୍ଷେପ ସ୍ୱାଗତ ଯୋଗ୍ୟ । ମାତ୍ର ଗୋ ମାଂସ କିଏ ଚାଲାଣ...
ଓଡିଶାOUATର 40ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଷ୍ଟ୍ରପତିmahabharatanewsDecember 5, 2024 by mahabharatanewsDecember 5, 20240177 ଭୁବନେଶ୍ୱର: OUATର 40ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରାକୃତିକ ଚାଷ ପ୍ରତି ଆଗ୍ରହ ହେବାକୁ ରାଷ୍ଟ୍ରପତି ଆହ୍ବାନ ଦେଇଛନ୍ତି । OUATର ବହୁ...
ଓଡିଶାଅନଲାଇନ ଗେମ ଟଙ୍କା ବିନିଯୋଗ କରି ହାରିବା ପରେ ଜୀବନ ହାରିଛନ୍ତି ଯୁବକmahabharatanewsDecember 5, 2024 by mahabharatanewsDecember 5, 20240103 ଭୁବନେଶ୍ୱର : ମୁଣ୍ଡ ନେଉଛି ଅନଲାଇନ ଗେମ। ଖେଳରେ ଟଙ୍କା ବିନିଯୋଗ କରି ହାରିବା ପରେ ଜୀବନ ହାରୁଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୁଣା ଭୁବନେଶ୍ୱର ଅଂଚଳରେ। ମୃତ ଯୁବକ ହେଲେ...
ଓଡିଶାଓଡ଼ିଶାର ୧୪ ଟି ଜିଲ୍ଲାର ଆନ୍ତଃ- ରାଜ୍ୟ ରେ ଲାଗି ରହିଛି ସୀମା ବିବାଦmahabharatanewsDecember 5, 2024December 5, 2024 by mahabharatanewsDecember 5, 2024December 5, 2024086 ଭୁବନେଶ୍ୱର: ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ଓଡ଼ିଶାର 14 ଟି ଜିଲ୍ଲାର ଆନ୍ତଃ- ରାଜ୍ୟ ସୀମା ବିବାଦ ରହିଛି । ସେହି ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ବର,...
ଓଡିଶାରାଜନୀତି୩ ବର୍ଷରେ ବ୍ରଜପାତ ଜନିତ ମୃତ୍ୟୁ ସଂଖ୍ୟା ୧୦୫୭ : ସୁରେଶ ପୂଜାରୀmahabharatanewsDecember 5, 2024December 5, 2024 by mahabharatanewsDecember 5, 2024December 5, 20240136 ଭୁବନେଶ୍ୱର: ବିଗତ ୩ ବର୍ଷ ରେ ବ୍ରଜପାତ ନେଲାଣି ୧୦୫୭ ଜୀବନ । କେବଳ ଏଇ ୭ ମାସ ମଧ୍ୟରେ ଗଲାଣି ୨୦୧ ଜୀବନ । ସେହିପରି ୨୦୨୩-୨୪ ରେ ୨୭୨ ଜଣ ପ୍ରାଣ...
ଓଡିଶାରାଜନୀତିଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ: ସରକାରକୁ ବଦନାମ କରିବାକୁ କୃତିମ ଅଭାବ ସୃଷ୍ଟିmahabharatanewsDecember 5, 2024December 5, 2024 by mahabharatanewsDecember 5, 2024December 5, 20240101 ଭୁବନେଶ୍ୱର: ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ | କୃତିମ ଅଭାବ ତିଆରି କରାଗଲା | ସରକାରକୁ ବଦନାମ କରିବାକୁ | ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନା କଲେ ଆମେ ଦେବୁ ନାହିଁ...
ଓଡିଶାରାଜନୀତିକେହି ଦଖଲ କରି ପାରିବେ ନାହିଁ ଆଦିବାସୀ ଜମି : ରାଜସ୍ୱ ମନ୍ତ୍ରୀmahabharatanewsDecember 5, 2024December 5, 2024 by mahabharatanewsDecember 5, 2024December 5, 20240111 ଭୁବନେଶ୍ୱର: ଭୂସଂସ୍କାର ଆଇନ 1960 ଅନୁସାରେ ଯଦି କେହି ଆଦିବାସୀ ଜମି କିଣନ୍ତି, ତାକୁ ବେଆଇନ ଘୋଷଣା କରି ଉଛେଦ ପ୍ରକ୍ରିୟା ଜରିଆରେ ସମ୍ପୃକ୍ତ ଆଦିବାସୀ ଲୋକଙ୍କୁ ଜମି ଫେରସ୍ତ ନିୟମ ରହିଛି |...
ଓଡିଶାରାଜନୀତିଗୃହକୁ ଆସନ୍ତାକାଲି ପୂର୍ବାହ୍ନ ୧୦:୩୦ ମିନିଟ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତିmahabharatanewsDecember 4, 2024 by mahabharatanewsDecember 4, 2024095 ଭୁବନେଶ୍ୱର: ବିଧାନସଭାରେ ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଦେଇ କହିଛନ୍ତି ଯେ, * ଯେଉଁମାନେ ସରକାରୀ ଜମିକୁ ଜବର ଦଖଲ କରି ବଡ଼ ଅଟାଳିକା କରିଛନ୍ତି,...