ଭାରତଆଜି ମୋଦୀଙ୍କୁ ଭେଟିବେ ନୀତୀଶ କୁମାର mahabharatanewsFebruary 7, 2024 by mahabharatanewsFebruary 7, 2024093 (ବିହାର) : ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ଏହି ଦୁଇ ଦିନିଆ ଦିଲ୍ଲୀ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ...
ଭାରତମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶmahabharatanewsJanuary 28, 2024 by mahabharatanewsJanuary 28, 20240127 (ବିହାର) : ନବମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ । ନୀତୀଶ କୁମାରଙ୍କ ଇସ୍ତଫା ପରେ ବିହାରରେ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ରବିବାର ସନ୍ଧ୍ୟାରେ ନବମ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ...
ଭାରତଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରmahabharatanewsJanuary 28, 2024 by mahabharatanewsJanuary 28, 20240103 (ବିହାର) : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ରାଜ୍ୟପାଳଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଜେଡିୟୁ ବିଧାୟକ ଦଳ ବୈଠକରେ ନିଆଗଲା ବଡ଼...
ଭାରତ ୫୧ହଜାର ଦୀପରେ ରାମ ଚୌକmahabharatanewsJanuary 22, 2024 by mahabharatanewsJanuary 22, 20240328 (ବିହାର) : ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଉତ୍ସବ ମୁଖର ସାରା ଦେଶ । ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାର ମୂର୍ତ୍ତି ସ୍ଥାପନ ହୋଇଥିବା ବେଳେ ଅନ୍ୟ ପଟେ ପାଟନାରେ...
ଭାରତବିହାରରେ ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତmahabharatanewsOctober 12, 2023 by mahabharatanewsOctober 12, 20230136 (ବିହାର) : ବାହାନଗା ରେଳ ଦୁର୍ଘଟଣା ଲିଭି ନଥିବା ବେଳେ ଆଉ ଏକ ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିହାରର ବକ୍ସରରେ ବଡ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ବକ୍ସର...
ଭାରତବିଦ୍ୟୁତ ଆନ୍ଦୋଳନ; ପୋଲିସ ଗୁଳିରେ ଜଣେ ମୃତ,୨ ଆହତmahabharatanewsJuly 27, 2023 by mahabharatanewsJuly 27, 20230117 (ବିହାର) : ପୋଲିସ ଗୁଳିରେ ଜଣେ ମୃତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରର କଟିହାରରେ। ବିଦ୍ୟୁତ ବିଭାଗ ବିରୋଧରେ ଆନ୍ଦୋଳନ ସମୟରେ ପୁଲିସ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...
ଭାରତଫ୍ଲାଏ ଓଭର ଭୁଶୁଡ଼ି ୧୦ ଶ୍ରମିକ ଆହତmahabharatanewsJune 21, 2023 by mahabharatanewsJune 21, 20230138 (ହାଇଦ୍ରାବାଦ) : ଫ୍ଲାଏ ଓଭର ଭୁଶୁଡି ୧୦ ଆହତ । ହାଇଦ୍ରାବାଦରୁ ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି । ଏଲ.ବି ନଗରରେ ଏକ ନିର୍ମାଣାଧୀନ ଫ୍ଲାଏ ଓଭର ହଠାତ୍ ଭୁଶୁଡି ପଡିଛି । ଫଲରେ ୧୦ ଜଣ...
ଭାରତଗଙ୍ଗାଜଳ ହେଲା କାଳ ; ୧୪ ବର୍ଷିୟ ପୁଅକୁ ଖାଇଗଲା କୁମ୍ଭୀରmahabharatanewsJune 14, 2023 by mahabharatanewsJune 14, 20230113 (ପାଟଣା) : ଗଙ୍ଗାଜଳ ଆଣିବାକୁ ଯାଇଥିବା ଜଣେ ୧୪ ବର୍ଷିୟ ବାଳକକୁ ଖାଇଗଲା କୁମ୍ଭୀର । କିଣା ଯାଇଥିବା ନୂଆ ବାଇକ୍ ପୂଜା ନିମନ୍ତେ ଗଙ୍ଗାନଦୀରେ ଗାଧୋଇ ଗଙ୍ଗାଜଳ ଆଣିବାକୁ ଯାଇଥିବା ଜଣେ ୧୪ ବର୍ଷିୟ...
ଭାରତଦ୍ୱିତୀୟ ଥର ପାଇଁ ଭୁଶୁଡିଲା ବିହାରର ନିର୍ମାଣଧୀନ ପୋଲmahabharatanewsJune 5, 2023 by mahabharatanewsJune 5, 20230122 (ବିହାର) : ହଠାତ ଭୁଶୁଡି ପଡିଲା ପୋଲ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ଭାଗଲପୁରରେ । ନିର୍ମାଣାଧୀନ ଅଗୁୱାନି-ସୁଲତାନଜ ବ୍ରିଜ୍ର ଏକ ଅଂଶ ଗଙ୍ଗା ନଦୀକୁ ଖସିପଡିଥିଲା । ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ...
ମନୋରଞ୍ଜନଲାଇଭ୍ ସୋ’ରେ ଗାୟିକାଙ୍କୁ ବାଜିଲା ଗୁଳିmahabharatanewsJune 2, 2023 by mahabharatanewsJune 2, 20230150 (ବିହାର) : ଖ୍ୟାତନାମା ଭୋଜପୁରୀ ଗାୟିକା ନିଶା ଉପାଧ୍ୟାୟଙ୍କୁ ଆଜି ଏକ ଲାଇଭ୍ ସୋ’ରେ ଗୁଳି ବାଜିଛି। ବିହାରର ସାରଣ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଏଭଳି ଅଘଟଣ ଘଟିଛି । କିଏ କେଉଁ କାରଣ...