ଓଡିଶାଭାରତତଦନ୍ତରେ ଉକ୍ରର୍ଷତା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଦକ ଘୋଷଣାmahabharatanewsAugust 12, 2022 by mahabharatanewsAugust 12, 20220178 ଓଡି଼ଶାରୁ ୪ ପୁଲିସ ଅଧିକାରୀଙ୍କୁ ମିଳିବ ପଦକ ଭୁବନେଶ୍ୱର: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଦକ ଘୋଷଣା କରାଯାଇଛି। ତଦନ୍ତରେ ଉକ୍ରର୍ଷତା ଲାଗି ଦେଶର ୧୫୧ ପୁଲିସ ଅଧିକାରୀଙ୍କୁ...
ଵାଣିଜ୍ୟସ୍ୱାସ୍ଥ୍ୟ୨୦୨୩ରୁ ଜନସନ ଏଣ୍ଡ ଜନସନ ପାଉଡର ବିକ୍ରି ବନ୍ଦ ହେବmahabharatanewsAugust 12, 2022 by mahabharatanewsAugust 12, 20220129 ନୂଆଦିଲ୍ଲୀ: ୨୦୨୩ରୁ ଭାରତରେ ଜନସନ ଏଣ୍ଡ ଜନସନ ଶିଶୁ ପାଉଡର ବିକ୍ରି ବନ୍ଦ କରାଯିବ ବୋଲି ଔଷଧ ନିର୍ମାତାମାନେ କହିଛନ୍ତି। ତେବେ ଆମେରିକାରେ ଏହାର ବିକ୍ରି ଦୁଇ ବର୍ଷରୁ ଅଧିକ ସମୟ ଧରି ବନ୍ଦ...
ଭାରତରାଜନୀତିଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କଲା ସିବିଆଇmahabharatanewsAugust 12, 2022 by mahabharatanewsAugust 12, 20220150 ବେଆଇନ ଗୋଚାଲାଣ ମାମଲାରେ ଗିରଫ କରିଥିବା ସୂଚନା କୋଲକାତା: ବହୁ କୋଟି ଟଙ୍କାର ଗୋ ଚାଲାଣ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ ତୃଣମୂଳ କଂଗ୍ରେସର ତୁଙ୍ଗ ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଛି। ପୂର୍ବତନ...
ଓଡିଶାମୁମ୍ବାଇରେ ଆୟକର ଚଢାଉmahabharatanewsAugust 11, 2022 by mahabharatanewsAugust 11, 20220165 ମୁମ୍ବାଇ: ଆୟକର ବିଭାଗ ପକ୍ଷରୁ ଅଗଷ୍ଟ ୧ ତାରିଖରୁ ୮ ତାରିଖ ମଧ୍ୟରେ ମହାରାଷ୍ଟ୍ରର ଏକ ଇସ୍ପାତ, କପଡା, ରିଏଲ ଇଷ୍ଟେଟ ବ୍ୟବୟାୟୀଙ୍କ ଘରେ ଚଢାଉ କରିଥିଲା । ଆୟକର ବିଭାଗର ନାସିକ ୱିଙ୍ଗ...
ଓଡିଶାବାଇକ ସହ ମୁହାଁମୁହିଁ ଧକ୍କା, ୨ ଜଣଙ୍କ ମୃତ୍ୟୁmahabharatanewsAugust 11, 2022 by mahabharatanewsAugust 11, 20220166 କେଉଁଝର: ଗୁରୁବାର ଅପରାହ୍ନରେ ଭାରସାମ୍ୟ ହରାଇ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନା...
ଭାରତରାଜନୀତି୧୪ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡmahabharatanewsAugust 11, 2022August 11, 2022 by mahabharatanewsAugust 11, 2022August 11, 20220190 ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ତଥା ନବ ନିର୍ବାଚିତ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।...
ଓଡିଶାଦୁଇ ସେବାୟତ ନିଯୋଗ ମଧ୍ୟରେ ବିବାଦmahabharatanewsAugust 11, 2022 by mahabharatanewsAugust 11, 20220191 ହୋଇପାରିଲାନି ଲିଙ୍ଗରାଜଙ୍କ ନୀତିକାନ୍ତି ଭୁବନେଶ୍ୱର: ପୂଜାପଣ୍ଡା ଓ ବଡୁ ନିଯୋଗ ମଧ୍ୟରେ ବିବାଦ ଫଳରେ ମହାପ୍ରଭୁ ଲିଙ୍ଗଲାଜଙ୍କ ନୀତିକାନ୍ତି ହୋଇପାରିନାହିଁ। ଫଳରେ ବୁଧବାର ବାବାଙ୍କ ଚତୁର୍ଦ୍ଦଶୀ ତିଥିରେ ମହାଦୀପ ଉଠିପାରିନଥିଲା। ବର୍ଷ ବର୍ଷର ପରମ୍ପରା...
ଓଡିଶାଭାରତରାଜନୀତିଓଡି଼ଶା ବିଜେପି ପ୍ରଭାରୀ ହେଲେ ସୁନୀଲ ବଂଶଲmahabharatanewsAugust 10, 2022 by mahabharatanewsAugust 10, 20220164 ନୂଆଦିଲ୍ଲୀ: ବିଜେପି ରାଷ୍ଠ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉତ୍ତର ପ୍ରଦେଶର ବରିଷ୍ଠ ବିଜେପି ନେତା ସୁନୀଲ ବଂଶଲଙ୍କୁ ଓଡି଼ଶା ବିଜେପିର ପ୍ରବାରୀ ଭାବେ ନିଯୁକ୍ତ କରାଯାଇଛି। ଏଥି ସହିତ ତେଲେଙ୍ଗାନା ଓ ପଶ୍ଚିମବଙ୍ଗର ପ୍ରଭାରୀ...
ଖେଳବିରାଟ ଖୁବଶିଘ୍ର ଫର୍ମକୁ ଫେରିବେ: ମହେଲା ଜୟୱାର୍ଡେନmahabharatanewsAugust 10, 2022 by mahabharatanewsAugust 10, 20220179 ନୂଆଦିଲ୍ଲୀ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମହେଲା ଜୟୱାର୍ଡେନେ କହିଛନ୍ତି ଯେ ଭାରତର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଜଣେ ଭଲ ଖେଳାଳି ଏବଂ ସେ ଦୀର୍ଘ ଦିନର ଖରାପ ଫର୍ମରୁ ମୁକ୍ତି ପାଇବାକୁ ସକ୍ଷମ...
ଓଡିଶାଭାରତରାଜନୀତିରାଜ୍ୟସଭାରେ ଏନଡିଏକୁ ଝଟକାmahabharatanewsAugust 10, 2022 by mahabharatanewsAugust 10, 20220158 ଜେଡିୟୁ ହାତ ଛାଡିବା ପରେ ଆସନ ସଂଖ୍ୟା ୧୧୦କୁ ହ୍ରାସ ନୂଆଦିଲ୍ଲୀ: ଗତ ତିନି ବର୍ଷ ମଧ୍ୟରେ ଏନଡିଏର ସହଯୋଗୀ ଦଳମାନେ ଜଣଙ୍କ ପରେ ଜଣେ ଏନଡିଏର ହାତ ଛାଡିବାରେ ଲାଗିଛନ୍ତି। ଫଳରେ ରାଜ୍ୟସଭାରେ...