ଓଡିଶାବାଇପାସ ନିର୍ମାଣ ଦାବିରେ ଖଡିଆଳରେ ୧୨ ଘଣ୍ଟିଆ ବନ୍ଦ ପାଳନmahabharatanewsAugust 3, 2022 by mahabharatanewsAugust 3, 20220208 ନୂଆପଡା: ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ନୂଆପଡା ଜିଲ୍ଲା ଖଡିଆଳ ସହରରେ ମଞ୍ଚର କର୍ମ କର୍ତ୍ତାମାନେ ବାଇପାସ ନିର୍ମାଣ, ଟ୍ରାଫିକ ବ୍ୟବସ୍ଥା, ଉଜ୍ୱଳ ଆଲୋକୀକରଣ, ଭାରୀଯାନ ଚଳାଚଳର...
ଓଡିଶାରାଜନୀତିମହଙ୍ଗା ମାଡକୁ ନେଇ ଘେରାଉ କରିବ କଂଗ୍ରେସmahabharatanewsAugust 3, 2022 by mahabharatanewsAugust 3, 20220221 ୫ ତାରିଖରେ ରାଜଭବନ ସମେତ ଜିଲ୍ଲା ମୁଖ୍ୟାଳୟ ଘେରାଉ ଭୁବନେଶ୍ୱର: ଓଡି଼ଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଓ ରାଜ୍ୟର ବିଜେଡି ସରକାର ଏଥିପ୍ରତି ନୀରବ ଦ୍ରଷ୍ଟା ସାଜିବା ପରିତାପର ବିଷୟ ବୋଲି ପିସିସି...
ବିଶେଷବିଶ୍ୱନାନସୀ ପେଲୋସିଙ୍କ ଗସ୍ତକୁ ନେଇ ଦୁଇ ମହାଶକ୍ତି ମୁହାଁମୁହିଁmahabharatanewsAugust 3, 2022 by mahabharatanewsAugust 3, 20220173 ତାଇୱାନ: ଆମେରିକାର ଲୋକସଭାର ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ ଗସ୍ତରେ ଚୀନ୍ ଚକିତ ହୋଇଯାଇଛି। ପେଲୋସି ତାଇୱାନ ସଂସଦକୁ କିଛି ଘଣ୍ଟା ପରେ ସମ୍ବୋଧିତ କରିଥିଲେ ଯାହା ପରେ ଡ୍ରାଗନର ବୁଲିବାର ପ୍ରମାଣ ମିଳିଥିଲା।...
ଓଡିଶାବଦଳିଲେ ବୈଦ୍ଧ ଓ ଦେବଗଡ ଏସପିmahabharatanewsAugust 2, 2022 by mahabharatanewsAugust 2, 20220214 ଭୁବନେଶ୍ୱର: ରାଜ୍ୟ ସରକାର ଏସପିସ୍ତରରେ ଅଦଳବଦଳ କରିଛନ୍ତି। ପ୍ରହ୍ଲାଦ ସହାଇ ମୀନା ବୌଦ୍ଧର ନୂଆ ଏସପି ହୋଇଛି। କ୍ରାଇମ ଡିସିପି ପ୍ରମୋଦ ରଥ ଦେବଗଡ ଏସପି ଭାବେ ଅବସ୍ଥାପିତ କରାଯାଇଛି। ଚିତ୍ତରଞ୍ଜନ ସାମନ୍ତ ଭୁବନେଶ୍ୱରର...
ଖେଳପ୍ରକାଶ ପାଇଲା ଏସିଆ କପ ଖେଳସୂଚୀmahabharatanewsAugust 2, 2022 by mahabharatanewsAugust 2, 20220173 ଅଗଷ୍ଟ ୨୮ରେ ମୁହାଁମୁହିଁ ହେବେ ଭାରତ ପାକିସ୍ତାନ ନୂଆଦିଲ୍ଲୀ: ଅପେକ୍ଷା ସମୟ ସମାପ୍ତ ହୋଇଛି। ଏହି ମାସ ଶେଷରେ ଆରମ୍ଭ ହେବାକୁ ଥିବା ଏସିଆ କପ୍ ୨୦୨୨ ର କାର୍ୟ୍ୟସୂଚୀ ଆସିଛି। ଅଗଷ୍ଟ ୨୭ରୁ...
ଭାରତଅର୍ଦ୍ଧସାମରିକ ବାହିନୀରେ ଖାଲିପଡିଛି ୮୪ ହଜାର କନେଷ୍ଟବଳ ପଦବୀmahabharatanewsAugust 2, 2022 by mahabharatanewsAugust 2, 20220123 ଲୋକସଭାରେ ସୂଚନା ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ନୂଆଦିଲ୍ଲୀ: ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି ଯେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଏବଂ ଆସାମ ରାଇଫଲରେ ଥିବା ସମସ୍ତ ଖାଲି ପଦବୀରେ ନିଯୁକ୍ତି ଡିସେମ୍ବର...
ଭାରତରାଜନୀତିଵାଣିଜ୍ୟଟିକସ ଫାଙ୍କିବା ଘଟଣାରେ ତିନୋଟି ଚାଇନାର ମୋବାଇଲ୍ କମ୍ପାନୀକୁ ନୋଟିସ : ସୀତାରମଣmahabharatanewsAugust 2, 2022 by mahabharatanewsAugust 2, 20220162 ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦିନ ରାଜ୍ୟସଭାରେ କହିଛନ୍ତି ଯେ ତିନିଟି ଚାଇନାର ମୋବାଇଲ୍ ଫୋନ୍ କମ୍ପାନୀ ପକ୍ଷରୁ ଟିକସ ଫାଙ୍କିବା ମାମଲା ଉପରେ ସରକାର ତଦନ୍ତ କରୁଛନ୍ତି। ଏ ସମ୍ପର୍କରେ ସେମାନଙ୍କୁ...
ଓଡିଶାଭାରତରାଜନୀତିଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ କରନ୍ତୁ ଖର୍ଚ୍ଚ କମାନ୍ତୁ : ନୀତନ ଗଡକରୀmahabharatanewsAugust 2, 2022 by mahabharatanewsAugust 2, 20220172 ନୂଆଦିଲ୍ଲୀ: ସାଧାରଣ ପରିବହନ ବ୍ୟବସ୍ଥାରେ ଡିଜେଲର ବ୍ୟବହାର ହ୍ରାସ କରିବାର ଆବଶ୍ୟକତା ଉପରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ସୋମବାର ଦିନ କହିଛନ୍ତି ଯେ ଡିଜେଲ ତୁଳନାରେ ଇଲେକ୍ଟ୍ରିକ୍ ବସ୍ ଭଡା ୩୦ ପ୍ରତିଶତ...
ଓଡିଶାଭାରତରାଜନୀତିରାଷ୍ଟ୍ରପତିଙ୍କୁ ଭେଟିବାକୁ ଦିଲ୍ଲୀ ଗଲେ ବିଧାୟକmahabharatanewsAugust 2, 2022 by mahabharatanewsAugust 2, 20220185 ଭୁବନେଶ୍ୱର: ଓଡି଼ଶା ବିଧାନସଭା ପକ୍ଷରୁ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ ୨୬ ଜଣ ବିଧାୟକ ଯାଇଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ସମ୍ପୃକ୍ତ ୨୬ ଜଣ ବିଧାୟକ ଦିଲ୍ଲୀ ଯାଇଛନ୍ତି।...
ଓଡିଶାଭାରତଵାଣିଜ୍ୟଅକ୍ଟୋବରରୁ ଭାରତରେ ୫ଜି ସେବାmahabharatanewsAugust 2, 2022 by mahabharatanewsAugust 2, 20220168 ୮୮,୦୭୮ ହଜାର କୋଟିରେ ସ୍ପେକ୍ଟ୍ରମ କିଣିଲା ରିଲାୟନ୍ସ ଜିଓ ନୂଆଦିଲ୍ଲୀ: ଭାରତର ସର୍ବ ବୃହତ ଏୟାରୱେଭ ନିଲାମ ସାତ ଦିନର ୩୮ ରାଉଣ୍ଡ ପରେ ସୋମବାର ଶେଷ ହୋଇଛି। ଯାହାର ମୂଲ୍ୟ ୧,୫୦,୧୭୩ କୋଟି...