ଓଡିଶା

ବଦଳିଲେ ବୈଦ୍ଧ ଓ ଦେବଗଡ ଏସପି

ଭୁବନେଶ୍ୱର: ରାଜ୍ୟ ସରକାର ଏସପିସ୍ତରରେ ଅଦଳବଦଳ କରିଛନ୍ତି। ପ୍ରହ୍ଲାଦ ସହାଇ ମୀନା ବୌଦ୍ଧର ନୂଆ ଏସପି ହୋଇଛି। କ୍ରାଇମ ଡିସିପି ପ୍ରମୋଦ ରଥ ଦେବଗଡ ଏସପି ଭାବେ ଅବସ୍ଥାପିତ କରାଯାଇଛି। ଚିତ୍ତରଞ୍ଜନ ସାମନ୍ତ ଭୁବନେଶ୍ୱରର କମ୍ପ୍ୟୁଟରର ଏସପି ଭାବେ ଅବସ୍ଥାପିତ କରାଯାଇଛି। ସୁଦାମ ସାହୁଙ୍କୁ ପଦନ୍ନୋତି ଦିଆଯାଇ ଟ୍ୱିନି ସିଟିର କ୍ରାଇମ ଡିସିପି ଭାବେ ଅବସ୍ଥାପିତ କରାଯାଇଛି। ସୟଦ ମୁଜିବୁର ରେହମାନଙ୍କୁ ସିଗନାଲ ଏସପି ଭାବେ ଅବସ୍ଥାପିତ କରାଯାଇଛି। କିଶୋର କୁମାର ପାଣିଗ୍ରାହୀଙ୍କୁ ଏସଟିଏଫର ଏସପି ଭାବେ ଦାୟିତ୍ୱ ଦିଆଯାଇଛି। ଜ୍ଞାନରଞ୍ଜନ ମହାପାତ୍ରଙ୍କୁ ସ୍ପେଶାଲ ବ୍ରାଞ୍ଚର ଏସପି ଭାବେ ଅବସ୍ଥାପିତ କରାଯାଇଛି।

Related posts

ନିଜକୁ ଗୁଳି କରିଲେ CRPF ଅଫିସର

mahabharatanews

ବାଣ ବିକ୍ରି ଉପରେ ରୋକ ଲଗାଇଲେ ସରକାର

mahabharatanews

୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୧ ଗିରଫ

mahabharatanews