ଓଡିଶାବାଇକକୁ ଚାପିଳା ଟ୍ରକ, ବାଇକ ଆରୋହୀ ମୃତmahabharatanewsAugust 2, 2022 by mahabharatanewsAugust 2, 20220182 ନୂଆପଡା: ଟ୍ରକ ଧକ୍କାରେ ବାଇକ ଚାଳକ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା ଭଣ୍ଡାପରିପଡା ଛକରେ। ମୃତକ ଜଣକ ହଲେ ବୋଡେ଼ନ ତହସିଲର କାର୍ୟ୍ୟରତ ଅମିନ ନୃପମଣି ହରପାଳ ବୋଲି ଜଣାପଡିଛି।...
ଓଡିଶାରାଜନୀତିସରିଲା ବିଧାନସଭାର ମୌସୁମୀ ଅଧିବେଶନmahabharatanewsAugust 1, 2022 by mahabharatanewsAugust 1, 20220235 ଭୁବନେଶ୍ୱର: ସରିଲା ବିଧାନସଭାର ମୌସୁମୀ ଅଧିବେଶନ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ମୋଟ କାର୍ଯ୍ୟ ଦିବସର ତିନି ଦିନ ପୂର୍ବରୁ ମୌସୁମୀ...
ଓଡିଶାମହାମାୟୀ ମହିଳା କଲେଜରେ ମୋବାଇଲ ନିଷେଧmahabharatanewsAugust 1, 2022 by mahabharatanewsAugust 1, 20220226 ଅସନ୍ତୋଷ ବ୍ୟକ୍ତ କଲେ ଛାତ୍ରୀ ବ୍ରହ୍ମପୁର: ଡିଜିଟାଲ ଯୁଗରେ ସ୍ମାର୍ଟ ଫୋନ ଉପରେ କଟକଣା ଲଗାଇଛନ୍ତି ବ୍ରହ୍ମପୁର ମହାମାୟୀ ମହିଳା କଲେଜର କର୍ତ୍ତୃପକ୍ଷ। ଯାହାକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କଲେଜ...
ଖେଳସ୍ୱର୍ଣ୍ଣ ପଦକ ବିଜେତା ଅଚିଣ୍ଟା ଶିଉଳିଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି କ୍ରୀଡା ମନ୍ତ୍ରୀଙ୍କ ଶୁଭେଚ୍ଛାmahabharatanewsAugust 1, 2022August 1, 2022 by mahabharatanewsAugust 1, 2022August 1, 20220212 ବର୍ମିଂହାମ: ବର୍ମିଂହାମ କମନୱେଲଥ ଗେମ୍ସ ୨୦୨୨ ରେ ସ୍ୱର୍ଣ୍ଣ ପଦକ ବିଜେତା ଅଚିଣ୍ଟା ଶିଉଳିଙ୍କୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଅଭିନନ୍ଦନ ଜଣାଇଛନ୍ତି। ୭୩...
ଖେଳଟେବୁଲ୍ ଟେନିସରେ ନୂଆ ବିବାଦ, ମହିଳା ମ୍ୟାଚରେ ଉପସ୍ଥିତ ପୁରୁଷ କୋଚ୍mahabharatanewsAugust 1, 2022 by mahabharatanewsAugust 1, 20220235 ବର୍ମିଂହାମ: ଭାରତୀୟ ଟେବୁଲ ଟେନିସ ଦଳରେ ପୁଣି ଏକ ନୂଆ ବିବାଦ ଉପୁଜିଛି ଏବଂ ଏଥର ସେମାନଙ୍କ କମନୱେଲଥ ଗେମ୍ସ ଅଭିଯାନ ମଝିରେ ଏହା ସାମ୍ନାକୁ ଆସିଛି। ମହିଳା ଦଳ ଇଭେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ୍...
ଭାରତମଧ୍ୟପ୍ରଦେଶ ଜବଲପୁର ହସ୍ପିଟାଲରେ ଅଗ୍ନିକାଣ୍ଡmahabharatanewsAugust 1, 2022August 1, 2022 by mahabharatanewsAugust 1, 2022August 1, 20220189 ୧୦ ଜଣ ବ୍ୟକ୍ତିଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ସୂଚନା ଜବଲପୁର: ଜବଲପୁର ଜିଲ୍ଲାର ଘରୋଇ ନ୍ୟୁ ଲାଇଫ ସ୍ପେସିଆଲିଟି ହସ୍ପିଟାଲରେ ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ପ୍ରାୟ ୧୦ ଜଣ...
ଭାରତଦରଦାମ ବୃଦ୍ଧି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୬ ବର୍ଷର ବାଳିକାmahabharatanewsAugust 1, 2022 by mahabharatanewsAugust 1, 20220160 ଚିଠିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଚିଠିର ଚିତ୍ର ଭାଇରାଲ ହେଉଛି। ଦାବି କରାଯାଇଛି ଯେ ଏହି ଚିଠିକୁ ପ୍ରଥମ ଶ୍ରେଣୀ ଛାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ...
ଭାରତ୯ଟି ଭିନ୍ନ ଭିନ୍ନ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ ଘଟଣାmahabharatanewsAugust 1, 2022 by mahabharatanewsAugust 1, 20220184 କେତେ ଦିନ ପର୍ୟ୍ୟନ୍ତ ଯୁବକଙ୍କ ଭବିଷ୍ୟତ ସହିତ ଖେଳିବେ: ବରୁଣ ନୂଆଦିଲ୍ଲୀ: ଅଧିନସ୍ଥ ସେବା ଚୟନ ଆୟୋଗ ଦ୍ୱାରା ରବିବାର ଅନୁଷ୍ଠିତ ରେଭିନ୍ୟୁ ଆକାଉଣ୍ଟାଣ୍ଟ ନିଯୁକ୍ତି ୨୦୨୨ ର ମୁଖ୍ୟ ପରୀକ୍ଷାରେ କପି ପାଇଁ...
ଓଡିଶାପାଣି ଉଠାଉବାବେଳେ କାଉଡିଆ ନିଖୋଜmahabharatanewsAugust 1, 2022 by mahabharatanewsAugust 1, 20220232 ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଆଳୁ ରେଙ୍ଗାଳି ବାମ କେନାଲରୁ ପାଣି ଉଠାଉଥିବାବେଳେ ଜଣେ କାଉଡିଆ ନିଖୋଜ ହୋଇଯାଇଛନ୍ତି। ନିଖୋଜ କାଉଡିଆ ଜଣକ ତାଳଚେର ଆଇଟିଆଇ ଛକ ଅଞ୍ଚଳର ମହେଶ୍ୱର ବାରିକ ବୋଲି...
ଓଡିଶାମାଟ୍ରିକରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନାmahabharatanewsAugust 1, 2022August 1, 2022 by mahabharatanewsAugust 1, 2022August 1, 20220223 ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଠପଡା ସ୍ଥିତ ଶଶିପ୍ରଭା ସେବିକା ତାଲିମ୍ କେନ୍ଦ୍ର ପରିସରରେ “ଶରତ କର ଓ ଅନିମା କର ପ୍ରତିଷ୍ଠାନ ପକ୍ଷରୁ ଚଳିତ ବର୍ଷ ୧୦ମ ଶ୍ରେଣୀ ପରୀକ୍ଷା ରେ...