ଖେଳଭାରତଟେନିସ ଖେଳାଳି ନରେଶ କୁମାରଙ୍କ ପରଲୋକmahabharatanewsSeptember 14, 2022September 14, 2022 by mahabharatanewsSeptember 14, 2022September 14, 20220170 ନୂଆଦିଲ୍ଲୀ: ଭାରତୀୟ ଟେନିସ ଖେଳାଳି ନରେଶ କୁମାର (୯୬)ଙ୍କର ପରଲୋକ ହୋଇଯାଇଛି। ସେ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ନରେଶ କୁମାର ୧୯୨୮ମସିହା ଡିସେମ୍ବର ୨୨ ତାରିଖ ଲାହୋରରେ...
ଖେଳଭାରତଟି-୨୦ ବିଶ୍ୱକପ କ୍ରିକେଟ ଲାଗି ଟିମ ଘୋଷଣା କଲା ବାଂଲାଦେଶmahabharatanewsSeptember 14, 2022 by mahabharatanewsSeptember 14, 20220150 ବାଦ ପଡିଲେ ପୂର୍ବତନ ଟି-୨୦ ଅଧିନାୟକ ମହମ୍ମଦୁଲା ରିୟାଦ ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର – ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ବାଂଲାଦେଶ ପକ୍ଷରୁ ୧୫ ଜଣିଆ ଟିମ ଘୋଷଣା...
ଓଡିଶାଭାରତଶିକ୍ଷାଜଳବାୟୁ ପରିବର୍ତ୍ତନ ବିଶ୍ୱ ଲାଗି ଚିନ୍ତାର କାରଣ ପାଲଟିଛିmahabharatanewsSeptember 14, 2022 by mahabharatanewsSeptember 14, 20220218 ଦିନକୁ ଦିନ ବଢୁଛି ଜନବସତି ଓ କଂକ୍ରିଟ ଜଙ୍ଗଲ ବାଙ୍ଗାଲୋର: ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ପରିପ୍ରେକ୍ଷୀରେ ଭାରତରେ ମଧ୍ୟ ଜଳବାୟୁ ପରିବର୍ତ୍ତନ ହେବା ସାଙ୍ଗକୁ...
ଅପରାଧଓଡିଶାପୁଲିସ କବଜାରେ ଗହଣା ଲୁଟେରା ଗ୍ୟାଙ୍ଗ, ୮ ଅଭିଯୁକ୍ତ ଗିରଫmahabharatanewsSeptember 14, 2022 by mahabharatanewsSeptember 14, 20220169 ଗଞ୍ଜାମ: ବ୍ରହ୍ମପୁର ପୁଲିସ ପକ୍ଷରୁ ଏକ ଗହଣା ଲୁଟେରା ଗ୍ୟାଙ୍ଗକୁ ଠାବ କରାଯାଇଛି। ଗ୍ୟାଙ୍ଗର ୮ ଜଣ ବ୍ୟକ୍ତିଙ୍କୁ ପୁଲିସ ପକ୍ଷରୁ ଗିରଫ କରାଯାଇଛି। ବ୍ରହ୍ମପୁର ସହରର ସୋମନାଥ ନଗର ତୃତୀୟ ଲାଇନ ସ୍ଥିତ...
ଅପରାଧଓଡିଶାଜୁଆ ଆଡ୍ଡା ଉପରେ ଚଢାଉ, ୧୩ ଜୁଆଡି ଗିରଫmahabharatanewsSeptember 14, 2022 by mahabharatanewsSeptember 14, 20220173 ଗଞ୍ଜାମ: ଆସିକା ପୁଲିସ ପକ୍ଷରୁ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଛି। ଜୁଆଡିଙ୍କ ଠାରୁ ନଗଦ ୮୦,୨୦୦ ଟଙ୍କା, ୧୫ଟି ମୋବାଇଲ ଓ ୨ ଟି ବାଇକ ଜବତ କରାଯାଇଛି। ଏଥିସହିତ ଆସିକା...
ଓଡିଶାଛତ୍ରପୁର ଥାନାକୁ ଅଚାନକ ପରିଦର୍ଶନ କଲେ ଏସପିmahabharatanewsSeptember 14, 2022 by mahabharatanewsSeptember 14, 20220144 ଗଞ୍ଜାମ: ଗଞ୍ଜାମ ଏସପି ଶ୍ରୀ ବ୍ରିଜେଶ କୁମାର ରାୟ ଅଚାନକ ଛତ୍ରପୁର ଥାନାକୁ ପରିଦର୍ଶନ କରିଛନ୍ତି। ଥାନାରେ ପହଞ୍ଚିବା ପରେ ବିଭିନ୍ନ କାଗଜପତ୍ର ସମ୍ପର୍କରେ ଯାଞ୍ଚ କରିଥିଲେ। ଥାନାରେ କେତେ ମାମଲା ରୁଜୁ ହୋଇଛି...
ଅପରାଧଓଡିଶାମହିଳାଙ୍କୁ ଆକ୍ରମଣ ଓ ଗାଡି ପୋଡି ଘଟଣାରେ ୪ ଗିରଫmahabharatanewsSeptember 14, 2022 by mahabharatanewsSeptember 14, 20220147 ଗଞ୍ଜାମ: ମହିଳାଙ୍କୁ ଆକ୍ରମଣ କରିବା ଓ ଗାଡି ପୋଡିଦେବା ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ପାଇଲିପଡା ଗ୍ରାମର ସୁବାସ...
ଓଡିଶାରାଜନୀତିଵାଣିଜ୍ୟପୁଞ୍ଜିପତିଙ୍କ ସହ ମୁହାଁମୁହିଁ ଆଲୋଚନା କରିବେ ମୁଖମନ୍ତ୍ରୀmahabharatanewsSeptember 14, 2022September 14, 2022 by mahabharatanewsSeptember 14, 2022September 14, 20220268 ନଭେମ୍ବରରେ ହେବ ମେକ ଇନ ଓଡି଼ଶା କନକ୍ଲେଭ ମୁମ୍ବାଇ: ଓଡି଼ଶାରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ମୁମ୍ବାଇ ଗସ୍ତ କରିଛନ୍ତି। ସେଠାରେ ପୁଞ୍ଜିପତି ଓ ଶିଳ୍ପପତିମାନଙ୍କ...
ଭାରତସଡକ ପରିବହନ ମନ୍ତ୍ରୀଙ୍କ ବଡ ସୂଚନାmahabharatanewsSeptember 13, 2022September 13, 2022 by mahabharatanewsSeptember 13, 2022September 13, 20220137 ଇଲେକ୍ଟ୍ରି ଯାନ ଲାଗି ତିଆରି ହେବ ସ୍ୱତନ୍ତ୍ର ରାଜପଥ ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି। ଏହାକୁ ନଜରରେ ରଖି ଲୋକଙ୍କ ମଧ୍ୟରେ ଇଲେକ୍ଟ୍ରିକ ଯାନ...
ଓଡିଶାଦୁର୍ଘଟଣାସିକନ୍ଦରାବାଦରେ ଭୟାଭୟ ଅଗ୍ନିକାଣ୍ଡ, ଓଡି଼ଆ ଦମ୍ପତ୍ତିଙ୍କ ମୃତ୍ୟୁmahabharatanewsSeptember 13, 2022 by mahabharatanewsSeptember 13, 20220195 ସିକନ୍ଦରାବାଦ: ହାଇଦ୍ରାବାଦ ସ୍ଥିତ ସିକନ୍ଦରାବାଦରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଏଥିରେ ଓଡି଼ଆ ଦମ୍ପତ୍ତିଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ସିକନ୍ଦରାବାଦରେ ଏକ ଇଲେକ୍ଟ୍ରି ସ୍କୁଟର ସୋ ରୁମରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବାହିନୀ...