ଓଡିଶାଅଭିଜିତଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀmahabharatanewsJanuary 25, 2026 by mahabharatanewsJanuary 25, 2026049 ପରଲୋକରେ ଅଭିଜିତ ମଜୁମଦାର । ଭୁବନଶ୍ବେର ଏମସ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ । ଶେଷରେ ତାଙ୍କ ଦେହାନ୍ତ ହୋଇଛି । ୫୪ ବର୍ଷ...
ଓଡିଶାରାଜନୀତିଅନୁସୂଚିତ ଜନଜାତି ତାଲିକା ଲାଗି କେନ୍ଦ୍ରକୁ ନବୀନଙ୍କ ଚିଠିmahabharatanewsSeptember 17, 2022 by mahabharatanewsSeptember 17, 20220176 ୧୬୦ ଜନଜାତିଙ୍କୁ ତାଲିକା ଭୁକ୍ତ କରିବାକୁ ଦାବି ଭୁବନେଶ୍ୱର: ଅନୁସୂଚିତ ଜଣ ଜାତି ତାଲିକା ପ୍ରସଙ୍ଗରେ ପୁଣିଥରେ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ...
ଓଡିଶାରାଜନୀତିଵାଣିଜ୍ୟପୁଞ୍ଜିପତିଙ୍କ ସହ ମୁହାଁମୁହିଁ ଆଲୋଚନା କରିବେ ମୁଖମନ୍ତ୍ରୀmahabharatanewsSeptember 14, 2022September 14, 2022 by mahabharatanewsSeptember 14, 2022September 14, 20220280 ନଭେମ୍ବରରେ ହେବ ମେକ ଇନ ଓଡି଼ଶା କନକ୍ଲେଭ ମୁମ୍ବାଇ: ଓଡି଼ଶାରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ମୁମ୍ବାଇ ଗସ୍ତ କରିଛନ୍ତି। ସେଠାରେ ପୁଞ୍ଜିପତି ଓ ଶିଳ୍ପପତିମାନଙ୍କ...
ଓଡିଶାରାଜନୀତିଏ ପୁରସ୍କାର ଦେଲା କିଏ ରାଜ୍ୟ ସରକାର ନା କେନ୍ଦ୍ର ସରକାର ନା ଜାତିସଂଘ : କଂଗ୍ରେସ ନେତା ନରସିଂହ ମିଶ୍ରmahabharatanewsSeptember 6, 2022 by mahabharatanewsSeptember 6, 20220356 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ୱର ଫେରିଛନ୍ତି। ଗତ ୪ ତାରିଖରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଜୀବନ ବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି। ଏହି...
ଓଡିଶାରାଜନୀତିବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀmahabharatanewsAugust 16, 2022 by mahabharatanewsAugust 16, 20220140 ଜିରୋକାଜୁଆଲିଟି ଉପରେ ଗୁରୁତ୍ୱାରୋପ ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷା କାରଣରୁ ସଂପ୍ରତି ସାରା ରାଜ୍ୟରେ ବନ୍ୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ...
ଓଡିଶାଭାରତରାଜନୀତିରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀmahabharatanewsAugust 15, 2022 by mahabharatanewsAugust 15, 20220187 ଭାରତୀୟ ଭାବେ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଭୁବନେଶ୍ୱର: ଆଜି ସାରା ଦେଶରେ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଏହି ଅବସରରେ ଓଡି଼ଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ...
ଓଡିଶାରାଜନୀତିସମ୍ପାଦକୀୟ ମାଧ୍ୟମରେ ପିଏ ସାଙ୍ଗମାଙ୍କୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀmahabharatanewsJuly 28, 2022 by mahabharatanewsJuly 28, 20220203 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖବରକାଗଜରେ ସମ୍ପାଦୀୟ ଲେଖି ଚର୍ଚ୍ଚାକୁ ଆସିଛନ୍ତି। ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏ ମାଟିର କନ୍ୟା ଶୀର୍ଷକ ଆର୍ଟିକିଲ ଲେଖିବା ପରେ ସାଧାରଣରେ ବହୁ...
ଓଡିଶାଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି, ସ୍ୱାଗତ କରିବେ ମୁଖ୍ୟମନ୍ତ୍ରୀmahabharatanewsFebruary 18, 2022 by mahabharatanewsFebruary 18, 20220185 ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱତନ୍ତ୍ର ବିମାନ...
ଓଡିଶାମୁଖ୍ୟମନ୍ତ୍ରୀଙ୍କ ବଳାଙ୍ଗୀର ଗସ୍ତmahabharatanewsSeptember 22, 2021 by mahabharatanewsSeptember 22, 20210215 ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଳା ପାଇଁ ପ୍ରସ୍ତୁତ ହୋଇସାରିଛି ବ୍ଲୁ ପ୍ରିଣ୍ଟ । ଖୁବ ଶୀଘ୍ର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନରେ କରାଯିବ ଶୁଭାରମ୍ଭ । ଏହା ବ୍ୟତୀତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ବ୍ୟବସ୍ଥା...